ଏବଂ ସମାନେେ ୟିହକ୍ସ୍ଟଦା ସନ୍ତାନଗଣ ବଂଶରକ୍ସ୍ଟ ଓଶିମିଯୋନ ସନ୍ତାନଗଣର ବଂଶରକ୍ସ୍ଟ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗକ୍ସ୍ଟଡିକ ଦାନ କଲେ ତାହାର ନାମ ଲିଖିତ ଅଛି।
Cross references
କାହାତୀଯ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲବେୀୟମାନଙ୍କ ମଧ୍ଯରକ୍ସ୍ଟ ହାରୋଣ ଯାଜକର ସନ୍ତାନଗଣ ୟିହକ୍ସ୍ଟଦା ବଂଶରକ୍ସ୍ଟ, ଶିମିୟୋନ ବଂଶରକ୍ସ୍ଟ ଓ ବିନ୍ଯାମୀନ ବଂଶରକ୍ସ୍ଟ ତରଟେି ନଗର ପାଇଲେ।
ତେଣୁ ସମାନେେ ହାରୋଣଙ୍କର ଭବିଷ୍ଯଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସମାନେେ ମଧ୍ଯ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।
ହମେନ୍ଙ୍କ ଆତ୍ମୀଯ ଥିଲେ ଆସଫ୍। ଆସଫ୍ ହମେନ୍ଙ୍କ ଦକ୍ଷିଣ ପାଶର୍ବ ରେ ରହି ସବୋକାର୍ୟ୍ଯ କରୁଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଶିମିଯଙ୍କ ପୁତ୍ର ଥିଲେ।
ସହେି ସମସ୍ତ ନଗରୀ ସମାନେେ ଯିହୁଦା,ଶିମିଯୋନ୍, ଓ ବିନ୍ଯାମୀନର ଗୋଷ୍ଠୀଙ୍କଠାରୁ ପ୍ରାପ୍ତ ହାଇେଥିଲେ। ଯେଉଁଗୁଡ଼ିକର ନାମ ଗୁଳାବାଣ୍ଟ ରେ ଉଲ୍ଲେଖ କରାୟାଇଛି।
ସେ ଏଦନ୍, ମିନ୍ଯାମୀନ, ଯଶୂେଯ, ଶମଯିଯ, ଅମରିଯ ଓ ଶିଖନିଯ କୋରିଙ୍କୁ ସାହାୟ୍ଯ କରୁଥିଲେ। ସହେି ବ୍ଯକ୍ତିମାନେ, ଯାଜକମାନେ ବାସ କରୁଥିବା ସହରଗୁଡ଼ିକରେ ବିଶ୍ବସ୍ତ ଭାବରେ ସବୋକାର୍ୟ୍ଯ କରୁଥିଲେ। ସମାନେେ ସଂଗୃହୀତ ସାମଗ୍ରୀକୁ ସମାନଙ୍କେର ଆତ୍ମୀଯ ଯାଜକମାନଙ୍କୁ ଦେଲେ, ସମାନେେ ବୃଦ୍ଧ ହୁଅନ୍ତୁ ବା ତରୁଣ।