ତେଣୁ ସମାନେେ ହାରୋଣଙ୍କର ଭବିଷ୍ଯଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସମାନେେ ମଧ୍ଯ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।
Cross references
ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ଯେଉଁ ସବୁ ନଗର ଦବେ ତହିଁରୁ ଛଅଟି ଆଶ୍ରଯ ନଗର ହବେ। ନରହତ୍ଯାକାରୀ ସଠାେକୁ ପଳାଇବା ନିମନ୍ତେ ତୁମ୍ଭମାନେେ ତାହା ଦବେ; ତାହା ଛଡା ଆହୁରି ବଯାଳିଶ୍ଟି ନଗର ହବେ।
ତା'ପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟବାସୀମାନେ ମକ୍କଦୋରକ୍ସ୍ଟ ଲିବ୍ନାକକ୍ସ୍ଟ ଗଲେ। ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।
ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ନେଲେ, ସଗେକ୍ସ୍ଟଡିକ ହେଲା, ଲିବନା, ଏଥର୍, ଅଶନ୍,
ହକ୍ସ୍ଟମ୍ଟା, କିରିଯଥ୍-ଅର୍ବ ହିବ୍ରୋଣ ଓ ସୀଯୋର, ଏହିପରି ନଅଟି ସହର ଓ ତା'ର ଚତକ୍ସ୍ଟଃପାଶର୍ବ ରେ ଥିବା ସହର ସମତେ।
ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।
କିନ୍ତୁ ସମାନେେ ସହରଠାରୁ ଦୂର ରେ ଥିବା କ୍ଷେତ୍ର ଓ ଗ୍ରାମସବୁ ୟୁଫୁନ୍ନିର ପୁତ୍ର କାଲବଙ୍କେୁ ଦେଲେ।
ପ୍ରଧାନ ସନୋପତି ଫରେିଗଲେ ଏବଂ ସେତବେେଳେ ସେ ଶୁଣିବାକୁ ପାଇଲେ ଯେ, ଅଶୂରର ରାଜା ଲାଖୀଶର ସନୋ ଛାଉଣୀ ଛାଡ଼ିଛନ୍ତି। ସନୋପତି ଲିବ୍ ନା ରେ ରାଜା ୟୁଦ୍ଧ କରୁଥିବାର ଦେଖିଲା।