Cross references
ଯୋଷଫେ ଗୋଷ୍ଠୀବର୍ଗ ସୂଷିର ପୁତ୍ର ଗବ୍ଦି ମନଃଶି ଗୋଷ୍ଠୀର ଅଟେ।
ଅଫେକର ରାଜା 1, ଲାଶାରୋଣର ରାଜା 1
ଦକ୍ଷିଣ ରେ ବାସ କରୁଥିବା ଅଦ୍ଦଦୀଯମାନଙ୍କୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ। ତୁମ୍ଭକୁ କିଣାନୀଯମାନଙ୍କର ସମସ୍ତ ଦେଶକକ୍ସ୍ଟ ଏବଂ ମିଦିଯୋନୀଯମାନଙ୍କର ମିଯାରା ଓ ଅଫେକ୍ ଓ ଇମାରେୀୟମାନଙ୍କର ସୀମା ପର୍ୟ୍ଯନ୍ତ ପରାସ୍ତ କରିବାକୁ ହବେ।
ଏହାର ସୀମା ଇବ୍ରୋଣ,ରହୋବ୍ ହମ୍ମୋନ୍, କାନ୍ନା ଓ ସଦୂର ସହାସୀଦୋନ୍ ପର୍ୟ୍ଯନ୍ତ ଲାଗିଥିଲା।
ହିଲକତ୍ ଓ ତା'ର ତଳଭୂମି, ରହୋବ୍ ଓ ତା'ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।
ଆଶରେ ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶରେ ପରିବାରବର୍ଗର ଲୋକମାନେ ଯେଉଁମାନେ ସମାନଙ୍କେ ସହିତ ଅକ୍କୋନିବାସୀ, ସୀଦୋନ୍ ଅହଲବ୍ ଅକଷୀବ ହିଲବା, ଅଫିକ୍ ଓ ରହୋବରକ୍ସ୍ଟ ବସବାସ କରୁଥିଲେ, ସହେି ଲୋକମାନଙ୍କୁ ବିତାଡିତ କଲନୋହିଁ।
ଆଉ ଶାମକ୍ସ୍ଟଯଲରେ କଥା ସମସ୍ତ ଇଶ୍ରାୟେଲ ମଧିଅରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପକ୍ସ୍ଟତ୍ରମାନେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କକ୍ସ୍ଟକାର୍ୟ୍ଯ କରି ଚାଲିଲେ।
ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫକେକୁ ପଳାଇ ନଗର ରେ ପ୍ରବେଶ କଲେ। ଆଉ 27,000 ସୈନ୍ଯମାନଙ୍କ ଉପରେ ପାଚରେୀ ପଡିଲା। ବିନ୍ହଦଦ୍ ନଗର ମଧ୍ଯକୁ ପଳାଇ ୟାଇ ଏକ କଠାେରୀ ରେ ଲୁଚି ରହିଲେ।
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୀଦୋନ ଆଡ଼କୁ ମୁହଁ ବୁଲାଇ ତାହା ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କର।