Home Bibles ☰ Books ଯିହୋଶୂୟ 12:18 · ଓଡ଼ିଆ ବାଇବେଲ
ଯିହୋଶୂୟ 12:18 · ଓଡ଼ିଆ ବାଇବେଲ

ଅଫେକର ରାଜା 1, ଲାଶାରୋଣର ରାଜା 1

Cross references

ଯିହୋଶୂୟ 13:4

ଦକ୍ଷିଣ ରେ ବାସ କରୁଥିବା ଅଦ୍ଦଦୀଯମାନଙ୍କୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ। ତୁମ୍ଭକୁ କିଣାନୀଯମାନଙ୍କର ସମସ୍ତ ଦେଶକକ୍ସ୍ଟ ଏବଂ ମିଦିଯୋନୀଯମାନଙ୍କର ମିଯାରା ଓ ଅଫେକ୍ ଓ ଇମାରେୀୟମାନଙ୍କର ସୀମା ପର୍ୟ୍ଯନ୍ତ ପରାସ୍ତ କରିବାକୁ ହବେ।

ଯିହୋଶୂୟ 19:30

ଉମ୍ମା, ଅଫେକ୍ ଓ ରହୋବ

ପ୍ରଥମ ଶାମୁୟେଲ 4:1

ଆଉ ଶାମକ୍ସ୍ଟଯଲରେ କଥା ସମସ୍ତ ଇଶ୍ରାୟେଲ ମଧିଅରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପକ୍ସ୍ଟତ୍ରମାନେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କକ୍ସ୍ଟକାର୍ୟ୍ଯ କରି ଚାଲିଲେ।

ଯିଶାଇୟ 33:9

ଦେଶ ଜଟିଳ ସମସ୍ଯା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦଖାେ ଯାଉଛି, ଶାରୋଣ ଅରଣ୍ଯ ତୁଲ୍ଯ ଦଖାେ ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହାଇେଛି।

Interlinear

Choose Theme