Home Bibles ☰ Books ଯିହୋଶୂୟ 19:24 · ଓଡ଼ିଆ ବାଇବେଲ
ଯିହୋଶୂୟ 19:24 · ଓଡ଼ିଆ ବାଇବେଲ

ଏହି ଭୂମିର ପଞ୍ଚମ ଅଂଶ ଆଶରେ ପରିବାରବର୍ଗମାନେ ପାଇଲେ। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ସହେି ଭୂମିର ଏକ ଅଂଶ ପାଇଲେ।

Cross references

ଆଦି ପୁସ୍ତକ 35:26

ଗାଦ୍ ଓ ଆଶରେ ଲୟୋର ଦାସୀ ସିଳ୍ପାର ପୁତ୍ରଗଣ।

ବିଚାରକର୍ତାମାନଙ୍କ ବିବରଣ 1:31

ଆଶରେ ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶରେ ପରିବାରବର୍ଗର ଲୋକମାନେ ଯେଉଁମାନେ ସମାନଙ୍କେ ସହିତ ଅକ୍କୋନିବାସୀ, ସୀଦୋନ୍ ଅହଲବ୍ ଅକଷୀବ ହିଲବା, ଅଫିକ୍ ଓ ରହୋବରକ୍ସ୍ଟ ବସବାସ କରୁଥିଲେ, ସହେି ଲୋକମାନଙ୍କୁ ବିତାଡିତ କଲନୋହିଁ।

ବିଚାରକର୍ତାମାନଙ୍କ ବିବରଣ 5:17

ଗିଲିଯଦ ଲୋକମାନେ ୟର୍ଦ୍ଦନ ନଦୀ ସପୋରି ରେ ସମାନଙ୍କେ ଚ୍ଛାଉଣୀ ରେ ବାସ କଲେ। ଆଉ ଦାନ ଜାହାଜଗକ୍ସ୍ଟଡିକରେ କାହିଁକି ରହିଲା? ଆଶରେ ସମକ୍ସ୍ଟଦ୍ର ତୀ ରେ ବସି ରହିଥିଲା। ସେ ନିଜ ବନ୍ଦର ନିକଟରେ ବାସକଲା।

ପ୍ରଥମ ରାଜାବଳୀ 4:16

ଆଶରେ ଓ ବାଲୋ ରେ ହୂଶଯର ପୁତ୍ର ବାନା।

ଯିହିଜିକଲ 48:2

ହମାତ୍ ମଧିଅରେ ଏବଂ ହତ୍ସ ରେ-ଐନନ୍ ପର୍ୟ୍ଯନ୍ତ ବିସ୍ତାର କରିଥିଲା।

ଲୂକଲିଖିତ ସୁସମାଚାର 2:26

ପବିତ୍ର ଆତ୍ମା ତାହାଙ୍କୁ କହି ଦଇେଥିଲେ ଯେ, ସେ ପ୍ରଭୁ ପରମେଶ୍ବରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନକରିବା ପୂର୍ବରୁ ତାହାଙ୍କର ମୃତ୍ଯୁ ହବେନାହିଁ।

Interlinear

Choose Theme