ଯିହିଜିକଲ 48:2 · ଓଡ଼ିଆ ବାଇବେଲ
ହମାତ୍ ମଧିଅରେ ଏବଂ ହତ୍ସ ରେ-ଐନନ୍ ପର୍ୟ୍ଯନ୍ତ ବିସ୍ତାର କରିଥିଲା।
Cross references
ଆଦି ପୁସ୍ତକ 30:12
ଲୟୋର ଦାସୀ ସିଳ୍ପା ଦ୍ବିତୀୟ ପୁତ୍ର ଯାକୁବ ପାଇଁ ଜନ୍ମ କଲା।
ଯିହୋଶୂୟ 19:24
ଏହି ଭୂମିର ପଞ୍ଚମ ଅଂଶ ଆଶରେ ପରିବାରବର୍ଗମାନେ ପାଇଲେ। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ସହେି ଭୂମିର ଏକ ଅଂଶ ପାଇଲେ।
ଯିହୋଶୂୟ 19:31
ଯେଉଁଟାକି ଆଶରରେ ପରିବାରବର୍ଗକକ୍ସ୍ଟ ଦିଆୟାଇଥିଲା। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ନିଜ ନିଜର ପ୍ରାପ୍ଯ ଭୂମି ଭାଗ ପାଇଲେ।