Home Bibles ଯିହୋଶୂୟ 18:4 · ଓଡ଼ିଆ ବାଇବେଲ
ଯିହୋଶୂୟ 18:4 · ଓଡ଼ିଆ ବାଇବେଲ

ତେଣୁ ତୁମ୍ଭମାନେେ ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ତିନି ଜଣ ଲଖାଏଁେ ବାଛ। ମୁ ସମାନଙ୍କେୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସମାନେେ ସମାନଙ୍କେର ଉତ୍ତରାଧିକାରୀମାନଙ୍କ ଅନକ୍ସ୍ଟସା ରେ ଲେଖି ଯେତବେେଳେ ସମାନେେ ଫରେିବେ ତାହା ଆମ୍ଭମାନଙ୍କୁ ଦବେେ। ଯେତବେେଳେ ସମାନେେ ମାେ ନିକଟକକ୍ସ୍ଟ ଫରୋଇ ଆଣିବେ।

Cross references

ଗଣନା ପୁସ୍ତକ 1:4

ପ୍ରେତ୍ୟକକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହବେ।

ଗଣନା ପୁସ୍ତକ 13:2

ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦବେି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସମାନଙ୍କେର ପ୍ରେତ୍ୟକକ ପିତୃବଂଶ ମଧିଅରେ ଯେଉଁ ମାନେ ଅଧିପତି, ସମାନଙ୍କେୁ ପଠାଅ।

ଯିହୋଶୂୟ 3:12

ବର୍ତ୍ତମାନ ତୁମ୍ଭେ ବାରଜଣ ଲୋକଙ୍କକ୍ସ୍ଟ ବାଛ। ତୁମ୍ଭମାନେେ ଇଶ୍ରାୟେଲର ବାରଜଣ ପରିବାରରକ୍ସ୍ଟ ଜଣ ଜଣ କରି ବାରଜଣଙ୍କକ୍ସ୍ଟ ବାଛ।

ଯିହୋଶୂୟ 4:2

ବାରଜଣ ଲୋକଙ୍କକ୍ସ୍ଟ ବାରଟି ଗୋଷ୍ଠୀବର୍ଗରକ୍ସ୍ଟ ବାଛ। ପ୍ରେତ୍ୟକକ ଗୋଷ୍ଠୀବର୍ଗରକ୍ସ୍ଟ ଜଣେ।

ଯିହୋଶୂୟ 18:3

ତେଣୁ ଯିହାଶୂେୟ ଇଶ୍ରାୟେଲ ବାସୀଙ୍କକ୍ସ୍ଟ କହିଲେ, କାହିଁକି ତୁମ୍ଭମାନେେ ତୁମ୍ଭର ଭୂମି ନବୋ ପାଇଁ ଡରେି କରୁଛ? ସଦାପ୍ରଭୁ ତକ୍ସ୍ଟମ୍ଭ ପିତା ପରମେଶ୍ବର ତୁମ୍ଭକୁ ଏହି ଭୂମି ଦଇେଛନ୍ତି।

ଯିହୋଶୂୟ 18:6

କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତବେେ ତାହା ମାେତେ ଦବେ ଏବଂ ମୁ ସଦାପ୍ରଭୁ ପରମେଶ୍ବରଙ୍କ ଉପସ୍ଥିତ ରେ ଗକ୍ସ୍ଟଳାବାଣ୍ଟ ଦ୍ବାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।

ଯିହୋଶୂୟ 18:9

ତେଣୁ ସେ ଲୋକମାନେ ସେ ଦେଶକକ୍ସ୍ଟ ଗଲେ, ଏବଂ ସହେି ଲୋକମାନେ ଦେଶ ରେ ସମସ୍ତ ଭାଗ ବକ୍ସ୍ଟଲି ଦେଖିଲେ, ଏବଂ ସେ ବିଷଯ ରେ ଏକ ବିବରଣୀ ଲେଖି ଯିହାଶୂେୟଙ୍କକ୍ସ୍ଟ ଜଣାଇଲେ। ସମାନେେ ସଠାେରେ ଥିବା ସମସ୍ତ ସହରକକ୍ସ୍ଟ ଚିଠା ଭିତରକକ୍ସ୍ଟ ଆଣିଲେ ଓ ସଗେକ୍ସ୍ଟଡିକ ସମାନେେ ସାତ ଭାଗ ରେ ବିଭକ୍ତ କଲେ। ଏହାପରେ ସମାନେେ ଶୀଲୋଠା ରେ ଥିବା ଯିହାଶୂେୟ ନିକଟକକ୍ସ୍ଟ ଫରେି ଆସିଲେ।

Interlinear

Choose Theme