ଯିହୋଶୂୟ 3:12 · ଓଡ଼ିଆ ବାଇବେଲ
ବର୍ତ୍ତମାନ ତୁମ୍ଭେ ବାରଜଣ ଲୋକଙ୍କକ୍ସ୍ଟ ବାଛ। ତୁମ୍ଭମାନେେ ଇଶ୍ରାୟେଲର ବାରଜଣ ପରିବାରରକ୍ସ୍ଟ ଜଣ ଜଣ କରି ବାରଜଣଙ୍କକ୍ସ୍ଟ ବାଛ।
Cross references
ଗଣନା ପୁସ୍ତକ 13:2
ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦବେି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସମାନଙ୍କେର ପ୍ରେତ୍ୟକକ ପିତୃବଂଶ ମଧିଅରେ ଯେଉଁ ମାନେ ଅଧିପତି, ସମାନଙ୍କେୁ ପଠାଅ।
ଯିହୋଶୂୟ 4:2
ବାରଜଣ ଲୋକଙ୍କକ୍ସ୍ଟ ବାରଟି ଗୋଷ୍ଠୀବର୍ଗରକ୍ସ୍ଟ ବାଛ। ପ୍ରେତ୍ୟକକ ଗୋଷ୍ଠୀବର୍ଗରକ୍ସ୍ଟ ଜଣେ।
ଯିହୋଶୂୟ 4:4
ତେଣୁ ଯିହାଶୂେୟ ବାରଟି ଗୋଷ୍ଠୀବର୍ଗରକ୍ସ୍ଟ ବାର ଜଣଙ୍କକ୍ସ୍ଟ ବାଛିଲେ। ପ୍ରେତ୍ୟକକ ଗୋଷ୍ଠୀବର୍ଗରକ୍ସ୍ଟ ଜଣେ। ତା'ପରେ ସେ ସହେି ବାରଜଣ ଲୋକଙ୍କକ୍ସ୍ଟ ଗୋଟିଏ ଜାଗା ରେ ଏକତ୍ର କଲେ।
ଯିହୋଶୂୟ 4:9
ଯିହାଶୂେୟ ୟର୍ଦ୍ଦନ ନଦୀର ମଝି ରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠା ରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେଥିଲେ। ଯାହାକି ଆଜି ପର୍ୟ୍ଯନ୍ତ ପଥରଖଣ୍ତଗକ୍ସ୍ଟଡିକ ସହେି ସ୍ଥାନ ରେ ଅଛି।