ସୀଦୋନୀଯ ଲୋକମାନେ ଯେଉଁ ଦେଶ ରେ ବାସ କରୁଛନ୍ତି, ଲିବାନୋନଠାରକ୍ସ୍ଟ ମିଷ୍ରଫୋତ୍ମଯିମ ପର୍ୟ୍ଯନ୍ତ ଦେଶ ରେ କିନ୍ତୁ ଆମ୍ଭେ ଇଶ୍ରାୟେଲ ସନ୍ତାନଗଣ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେକ୍ସ୍ଟ। ତୁମ୍ଭେ ମାେ ଆଜ୍ଞାନକ୍ସ୍ଟସା ରେ ସହେି ଦେଶ ଅଧିକାର କରିବା ପାଇଁ ଇଶ୍ରାୟେଲଙ୍କକ୍ସ୍ଟ କବଳେ ବାଣ୍ଟି ଦିଅ।
Cross references
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।
ଆମ୍ଭେ ସମାନଙ୍କେୁ ଧି ରେ ଧୀ ରେ ତୁମ୍ଭ ସମ୍ମୁଖରୁ ଘଉଡାଇ ଦବୋ ତୁମ୍ଭମାନଙ୍କର ବର୍ଦ୍ଧିତ ହବୋ ପର୍ୟ୍ଯନ୍ତ ଓ ଦେଶ ଅଧିକାର କରିବା ପର୍ୟ୍ଯନ୍ତ।
ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।
ଆଉ ତୁମ୍ଭମାନେେ ଗୁଳାବାଣ୍ଟ ଦ୍ବାରା ନିଜ ନିଜ ବଂଶାନୁସା ରେ ଦଶାଧେିକାର ବିଭାଗ କରି ନବେ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାଅନୁସାରେ ଯାହାର ବାଣ୍ଟ ଯେଉଁଠି ହବେ ସେ ତାକୁହିଁ ନବେ। ଏହିରୂପେ ତୁମ୍ଭମାନେେ ଆପଣା ପିତୃବଂଶାନୁସା ରେ ଅଧିକାର କରିବ।
ଯିହାଶୂେୟ, ତୁମ୍ଭେ ବଳବାନ୍ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗଇେ ନିଅ, ଯେପରି କି ସମାନେେ ସମାନଙ୍କେର ଦେଶ ଅଧିକାର କରି ପାରିବେ। ମୁ ତାଙ୍କ ପୂର୍ବପୁରୁଷମାନଙ୍କ ଠା ରେ ପ୍ରତିଜ୍ଞା କରିଥିଲି ଯେ, ମୁ ସମାନଙ୍କେୁ ସହେି ଦେଶ ଦବେି।
ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ସହାୟ ହେଲେ, ସମାନଙ୍କେୁ ପରାସ୍ତ କରିବା ପାଇଁ। ଇଶ୍ରାୟେଲୀୟମାନେ ସମାନଙ୍କେୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍ ମଯିମ୍ ପର୍ୟ୍ଯନ୍ତ ଆଉ ପୂର୍ବ ଦିଗ ରେ ମିସ୍ପିର ସମସ୍ଥଳି ପର୍ୟ୍ଯନ୍ତ ସମାନଙ୍କେୁ ଘଉଡାଇ ନେଲେ। ପକ୍ସ୍ଟଣି ସମାନଙ୍କେର କହେି ଅବଶିଷ୍ଟ ରହିଲେ ନାହିଁ। ସମାନେେ ସମସ୍ତଙ୍କକ୍ସ୍ଟ ସଂହାର କଲେ।
ଯିହାଶୂେୟ ସେ ସମସ୍ତ ରାଜକୀଯ ସହରଗକ୍ସ୍ଟଡିକ ନିଜ ଅଧିନକକ୍ସ୍ଟ ଆଣିଲେ ଓ ସମାନଙ୍କେର ରାଜାମାନଙ୍କୁ ହତ୍ଯା କଲେ। ଯିହାଶୂେୟ ସଐୂର୍ଣ ଭାବେ ସମସ୍ତ ଲୋକମାନଙ୍କୁ ଓ ଏହି ସହର ରାଜାଗଣଙ୍କକ୍ସ୍ଟ ଧ୍ବଂସ କଲେ। ସଦାପ୍ରଭୁଙ୍କ ସବେକ ମାଶାେ ଏହିପରି ଭାବରେ ଆଜ୍ଞା କରିଥିଲେ।
ଯାଜକ ଇଲିଯାସର ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧିଅରେ ବଣ୍ଟା ହବେ।
ମାରେମନେଅଛି, ମୁ ତୁମ୍ଭମାନଙ୍କୁ ୟର୍ଦ୍ଦନ ନଦୀର ମଧ୍ଯବର୍ତ୍ତୀ ଓ ପଶ୍ଚିମ ଦିଗ ରେ ମହା ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦଇେଅଛି। ଅଧିକୃତ ହାଇେ ନଥିବା ଦେଶ ତକ୍ସ୍ଟମ୍ଭ ଦ୍ବାରା ଅଧିକୃତ ହବେ। କିନ୍ତୁ ତୁମ୍ଭମାନେେ ସଗେକ୍ସ୍ଟଡିକ ଏ ପର୍ୟ୍ଯନ୍ତ ନିଜ ଅଧିନକକ୍ସ୍ଟ ଆଣି ପାରିନାହିଁ।
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସଠାେରେ ବାସ କରିଥିବା ଲୋକମାନଙ୍କୁ ଘଉଡାଇ ଦବେେ! ଯାହାଫଳ ରେ ତୁମ୍ଭମାନେେ ସମାନଙ୍କେର ଦେଶକକ୍ସ୍ଟ ନଇେପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।
ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବା ରେ ଓ ଘଉଡାଇ ଦବୋ ରେ ତୁମ୍ଭର ପକ୍ଷ ହବେେ ନାହିଁ। ଏହି ଲୋକମାନେ ତକ୍ସ୍ଟମ୍ଭ ପାଇଁ ଏକ ଫାଶ ପରି ହବେେ। ସମାନେେ ତକ୍ସ୍ଟମ୍ଭ ପିଠି ପାଇଁ ଗ୍ଭବକ୍ସ୍ଟକ୍ ପରି ଓ ତକ୍ସ୍ଟମ୍ଭ ଆଖି ପାଇଁ କଣ୍ଟା ପରି ହବେେ। ଯେପର୍ୟ୍ଯନ୍ତ ତୁମ୍ଭେ ସହେି ଉତ୍ତମ ଦେଶ ଛାଡିବା ପାଇଁ ବାଧ୍ଯ ନ ହାଇେଛ, ଯାହା ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଇେଥିଲେ।
ତେଣୁ ଯିହାଶୂେୟଙ୍କ ମରଣ କାଳ ରେ ଅବଶିଷ୍ଠ ଭୂମିକକ୍ସ୍ଟ ମୁ ଆଉ କବେେ କୌଣସି ଦେଶକକ୍ସ୍ଟ ତଡିବି ନାହିଁ।