ଯିହୋଶୂୟ 10:15 · ଓଡ଼ିଆ ବାଇବେଲ
ଏହାପରେ ଯିହାଶୂେୟ ଇଶ୍ରାୟେଲର ସମସ୍ତ ସୈନ୍ଯବାହୀନି ସହିତ ଗିଲ୍ଗଲ ଛାଉଣୀକି ଲେଉଟି ଆସିଲେ।
Cross references
ଯିହୋଶୂୟ 10:6
ଗିବିଯୋନୀଯମାନେ ଗିଲ୍ଗଲ ଛାଉଣୀଠା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ସେ ବାର୍ତ୍ତାବାହକ କହିଲା, ଆମ୍ଭେ ଆପଣଙ୍କ ଦାସ, ଆମ୍ଭକକ୍ସ୍ଟ ଏକକ୍ସ୍ଟଟିଆ ଛାଡ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶିଘ୍ର ଆସି ଆମ୍ଭକକ୍ସ୍ଟ ସାହାୟ୍ଯ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇ ମାରେୀଯ ଦେଶର ପର୍ବତ ନିବାସୀ ରାଜାମାନେ ସମାନଙ୍କେର ସୈନ୍ଯବାହୀନି ସହିତ ଏକତ୍ରୀତ ହାଇେ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।
ଯିହୋଶୂୟ 10:43
ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲବାସୀ ଗିଲ୍ଗଲଠା ରେ ଥିବା ଶିବିରକକ୍ସ୍ଟ ଫରେିଲେ।
ଦିତୀୟ ଶାମୁୟେଲ 12:31
ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସମାନଙ୍କେୁ କରତ ଓ ଲକ୍ସ୍ଟହାମଇ ଓ ଲକ୍ସ୍ଟହା କକ୍ସ୍ଟରାଢି ଦ୍ବାରା କଠିନ କାର୍ୟ୍ଯ କରାଇ ଦଣ୍ତ ଦେଲେ ଓ ସମାନଙ୍କେୁ ଇଟା ତିଆରି କରାଇଲେ। ସେ ଅେମ୍ମାନୀୟମାନଙ୍କ ସମକ୍ସ୍ଟଦାଯ ନଗର ପ୍ରତି ଏପରି କଲେ। ଏହାପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫରେି ଆସିଲେ।