Home Bibles ଯୂନସ 4:6 · ଓଡ଼ିଆ ବାଇବେଲ
ଯୂନସ 4:6 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଗୋଟିଏ ଲାଉଗଛ ସୃଷ୍ଟି କଲେ ଯାହା ୟୂନସ ଉପ ରେ ଶୀଘ୍ର ମାଡିୟାଇ ତା'ର ବସିବା ସ୍ଥାନ ରେ ଛାଯା ଓ ଶୀତଳତା ପ୍ରଦାନ କଲା। ତାହା ୟୂନସକୁ ଆରାମ ଦବୋ ରେ ଏତେ ସାହାୟ୍ଯ କଲା ଯେ ୟୂନସ ଗଛ ପାଇଁ ଭାରି ଖୁସି ହେଲେ।

Cross references

ଏଷ୍ଟର ବିବରଣ 5:9

ସଦେିନ ହାମନ୍ ଆନନ୍ଦିତ ହାଇେ ଗ୍ଭଲିଗଲା। ମାତ୍ର ହାମନ, ରାଜଦ୍ବାର ରେ ନିଜ ସମ୍ମୁଖ ରେ ମର୍ଦ୍ଦଖଯଙ୍କୁ ଉଠି ଠିଆ ନ ହବୋର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖଯ ବିରୁଦ୍ଧ ରେ କୋରଧ ରେ ପରିପୂର୍ଣ୍ଣ ହେଲା।

ଆୟୁବ ପୁସ୍ତକ 7:2

ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।

ଗୀତସଂହିତା 103:10

ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦଇେ ନାହାନ୍ତି, ୟାହା ଆମ୍ଭେ ପାଇବା କଥା।

ହିତୋପଦେଶ 23:5

ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।

ଯିଶାଇୟ 39:2

ଏଥି ରେ ହିଜକିଯ ଅତିଶଯ ସନ୍ତୁଷ୍ଟ ହାଇେ ନିଜର ବହୁମୂଲ୍ଯ ପଦାର୍ଥର ଗୃହ, ରୂପା, ସୂନା, ସୁଗନ୍ଧିତ ଦ୍ରବ୍ଯ ବହୁମୂଲ୍ଯ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ଯ ସମାନଙ୍କେୁ ଦଖାଇେଲେ। ହିଜକିଯ ଯାହା ସମାନଙ୍କେୁ ନ ଦଖାଇେଲା ତାହା ତା'ର ଗୃହ ରେ କିମ୍ବା ସମଗ୍ର ରାଜ୍ଯ ରେ ନ ଥିଲା।

ଆମୋଷ 6:13

ତୁମ୍ଭମାନେେ ତୁଚ୍ଛା ରେ ଆନନ୍ଦ କରୁଛ। ଆଉ ତୁମ୍ଭମାନେେ କହୁଛ, ଆମ୍ଭେ ନିଜ ତୁଚ୍ଛା ରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।

ଯୂନସ 1:17

ଯେତବେେଳେ ୟୂନସ ସମୁଦ୍ର ରେ ପଡିଲା, ସେତବେେଳେ ସଦାପ୍ରଭୁ ଏକ ବିରାଟ ମାଛ ୟୂନସକୁ ଗିଲିବାକୁ ପଠାଇଲେ। ୟୂନସ ସହେି ମାଛ ଗର୍ଭ ରେ ତିନିଦିନ ଓ ତିନିରାତି ରହିଲା।

ଲୂକଲିଖିତ ସୁସମାଚାର 10:20

ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମନୁଛନ୍ତି। ତୁମ୍ଭମାନେେ ଖୁସି ହୁଅ। କାହିଁକି? ତୁମ୍ଭମାନଙ୍କ ପାଖ ରେ ଏ ଶକ୍ତି ଥିବା ଯୋଗୁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ବର୍ଗ ରେ ଲଖାେ ହାଇେଥିବା ୟୋଗୁ ଖୁସି ହୁଅ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:30

ଯେଉଁମାନେ ଦୁଃଖି ସମାନେେ ଦୁଃଖି ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସମାନେେ ଏପରି ରୁହନ୍ତୁ ଯେପରି ସୁଖୀ ନୁହଁନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସମାନେେ ନିଜ ପାଖ ରେ କିଛି ନ ଥିଲା ଭଳି ରୁହନ୍ତୁ।

Interlinear

Choose Theme