ତଥାପି ୟୂନସ ଏ ବିଷଯ ରେ କୋର୍ଧାନ୍ବିତ ଥିଲା। ତେଣୁ ସେ ନଗର ବାହାରକୁ ଗ୍ଭଲିଗଲା। ନଗର ନିକଟରେ ଥିବା ପୂର୍ବ ଦିଗ ରେ ଏକ ସ୍ଥାନକୁ ସେ ଗଲା। ସେ ସଠାେ ରେ ଏକ କୁଟୀର ନିର୍ମାଣ କରି ତାରି ଛାଯା ରେ ବସି ରହିଲା। ନଗର ରେ କ'ଣ ଘଟିବ ଦେଖିବାକୁ ଅପେକ୍ଷା କରି ରହିଲା।
Cross references
ସହେିଦିନ ପ୍ରତ୍ଯୁଷ ରେ, ଅବ୍ରହାମ ପୂର୍ବେ ଯେଉଁ ସ୍ଥାନ ରେ ଠିଆ ହାଇେ ସଦାପ୍ରଭୁଙ୍କ ସହିତ କଥା ହାଇେଥିଲେ, ସହେି ସ୍ଥାନକୁ ଗଲେ ଓ ଦେଖିଲେ ଯେ,
ସଠାେରେ ଏଲିଯ ଏକ ଗହ୍ବର ରେ ରାତ୍ରି ୟାପନ କଲେ।
ଯେତବେେଳେ ଏଲିଯ ସହେି ରବ ଶୁଣିଲେ, ସେ ନିଜ ବସ୍ତ୍ର ରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ବରର ପ୍ରବେଶ ପଥ ନିକଟରେ ୟାଇ ଛିଡା ହେଲେ। ସହେିସ୍ବର କହିଲା, ହେ ଏଲିଯ, ତୁମ୍ଭେ ଏଠା ରେ କ'ଣ କରୁଛ?
ଆମ୍ଭେ ତାହାର ଲୋଭରୂପ ଅପରାଧ ହତେୁ କୃଦ୍ଧ ହାଇେ ତାହାକୁ ଆଘାତ କଲୁଁ, ଆମ୍ଭେ ନିଜର ମୁଖ ଲୁଚାଇ କ୍ରୁଦ୍ଧ ହେଲୁ ; ତହିଁରେ ସେ ଅବାଧ୍ଯ ହାଇେ ଆପଣା ମନର ମାର୍ଗ ରେ ଚାଲିଲା।
ସମାନେେ ମାେତେ କୁହନ୍ତି, ହେ ଯିରିମିୟ, ସଦାପ୍ରଭୁଙ୍କର ବାକ୍ଯ କାହିଁ ? ତାହା ଏବେ ଉପସ୍ଥିତ ହେଉ।
ସମଯେ ସମଯେ ମୁଁ ନିଜେ ନିଜକୁ କ ହେ, ମୁଁ ଆଉ ସଦାପ୍ରଭୁଙ୍କ ବିଷଯ କହିବି ନାହିଁ କି ତାଙ୍କ ପାଇଁ ପ୍ରଚାର କରିବି ନାହିଁ। ମାତ୍ର ଏହା କହିଲା ବେଳେ ମାେ ଅସ୍ଥି ମଜ୍ଜା ମଧିଅରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ଯ ଜଳି ଉେଠ। ମୁଁ ହୃଦଯ ମଧିଅରେ ତାକୁ ସମ୍ଭାଳି ରଖିପା ରେ ନାହିଁ। ସଗେୁଡ଼ିକୁ ଭିତ ରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହଲିେ।
ଲୋକମାନେ ବୁଡି ଯାଉଥିବା ନେ ୗକାକୁ ହାଲୁକା କରିବାକୁ ଇଚ୍ଛା କଲେ। ସମାନେେ ନେ ୗକା ରେ ବୋଝଇେ ହାଇେଥିବା ମାଲକୁ ସମୁଦ୍ରକୁ ଫିଙ୍ଗିବା ଆରମ୍ଭ କଲେ। ନାବିକମାନେ ଭୟଭୀତ ହାଇେ ପଡିଲେ। ସମସ୍ତେ ନିଜ ନିଜ ଇଶ୍ବରଙ୍କୁ ଡାକିବା ଆରମ୍ଭ କଲେ।
ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।