Home Bibles ଯୋହନଲିଖିତ ସୁସମାଚାର 9:33 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 9:33 · ଓଡ଼ିଆ ବାଇବେଲ

ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ବରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ୟ୍ଯ କରି ପାରି ନଥାନ୍ତା।

Cross references

ଯୋହନଲିଖିତ ସୁସମାଚାର 3:2

ସେ ଦିନେ ରାତ୍ରି ରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, ହେ ଗୁରୁ, ଆମ୍ଭେ ଜାଣୁଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ବରଙ୍କ ଦ୍ବାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛ ସେ ଗୁଡିକ ପରମେଶ୍ବରଙ୍କ ସାହାୟ୍ଯ ନପାଇ କହେି କରିପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 9:16

କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:38

ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂର ରେ ରୁହ। ସମାନଙ୍କେୁ ଏକୁଟିଆ ଛାଡ଼ିଦିଅ। ଯଦି ସମାନଙ୍କେର ମନ୍ତ୍ରଣା ବା ଏହି କାମ ମନୁଷ୍ଯମାନଙ୍କ ପକ୍ଷରୁ ହାଇେଥାଏ, ତବେେ ତାହା ବିଫଳ ହବେ।

Interlinear

Choose Theme