Home Bibles ଯୋହନଲିଖିତ ସୁସମାଚାର 9:32 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 9:32 · ଓଡ଼ିଆ ବାଇବେଲ

ଆଜି ପର୍ୟ୍ଯନ୍ତ କହେି କବେେ ଜଣେ ଜନ୍ମ ଅନ୍ଧର ଆଖି ଖାଲିେ ପାରି ନଥିଲେ।

Cross references

ଆୟୁବ ପୁସ୍ତକ 20:4

ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପା ରେ ନାହିଁ।

ଯିଶାଇୟ 64:4

କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।

ଲୂକଲିଖିତ ସୁସମାଚାର 1:70

ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର ଏହା କରିବେ ବୋଲି କହିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:18

ତା'ପରେ ସଠାେରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଓ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ଯ ଇତିହାସ ରେ କବେେ ହାଇେ ନ ଥିଲା।

Interlinear

Choose Theme