Home Bibles ☰ Books ଯୋହନଲିଖିତ ସୁସମାଚାର 5:38 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 5:38 · ଓଡ଼ିଆ ବାଇବେଲ

ପରମପିତାଙ୍କର ଉପଦେଶ ତୁମ୍ଭଠା ରେ ବାସ କରିନାହିଁ। ଏହାର କାରଣ, ସେ ପଠାଇଥିବା ବ୍ଯକ୍ତିଠା ରେ ତୁମ୍ଭମାନେେ ବିଶ୍ବାସ ରଖିନାହଁ।

Cross references

ଦିତୀୟ ବିବରଣ 6:6

ଏବଂ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭମାନେେ ତାହାକକ୍ସ୍ଟ ଆପଣା ହୃଦଯ ରେ ରଖିବ।

ଯିହୋଶୂୟ 1:8

ସର୍ବଦା ଏହି ବ୍ଯବସ୍ଥା ପୁସ୍ତକ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ବିଚଳିତ ନ ହେଉ। ଦିନ ରାତି ଏହି ନିଯମ ପୁସ୍ତକକକ୍ସ୍ଟ ପଠନ କର। ତବେେ ତୁମ୍ଭେ ନିଶ୍ଚିତ ହାଇପୋରିବ। ଏହି ନିଯମକକ୍ସ୍ଟ ପାଳନ କର, ଯାହା ଏହି ପୁସ୍ତକକରେ ଲଖାେ ହାଇେ ଅଛି। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭେ ବକ୍ସ୍ଟଦ୍ଧିମାନ ଓ ପ୍ରେତ୍ୟକକ କାର୍ୟ୍ଯ ରେ କୃତକାର୍ୟ୍ଯ ହବେ, ଯାହା ତୁମ୍ଭେ କରିବ।

ଗୀତସଂହିତା 119:11

ମୁଁ ମାେ ହୃଦଯରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚଯ କରି ରଖିଅଛି, ୟପରେି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।

ହିତୋପଦେଶ 2:1

ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।

ହିତୋପଦେଶ 7:1

ହେ ମାରେ ପୁତ୍ର, ମାରେବାକ୍ଯକୁ ମନେ ରଖ, ମାରେ ଆଦେଶକୁ ଭୁଲ ନାହିଁ।

ଯିଶାଇୟ 49:7

ଯାହାକୁ ମନୁଷ୍ଯ ଅବଜ୍ଞା କରେ, ଯାହାକୁ ଦେଶୀଯ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇଶ୍ରାୟେଲର ମୁକ୍ତିଦାତା ଓ ତା'ର ଧର୍ମସ୍ବରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ବସନୀଯ ଓ ଇଶ୍ରାୟେଲର ଧର୍ମସ୍ବରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାଙ୍କ ସକାେଶ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।

ଯିଶାଇୟ 53:1

ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ବାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହାଇେଅଛି ?

ଯୋହନଲିଖିତ ସୁସମାଚାର 1:11

ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ,

ଯୋହନଲିଖିତ ସୁସମାଚାର 3:17

ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଚାର କରିବା ପାଇଁ ପଠାଇ ନଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ବାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ।

ଯୋହନଲିଖିତ ସୁସମାଚାର 5:42

କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟ ରେ ପରମେଶ୍ବରଙ୍କ ପ୍ ରମେ ନାହିଁ।

ଯୋହନଲିଖିତ ସୁସମାଚାର 5:46

ଯଦି ପ୍ରକୃତ ରେ ତୁମ୍ଭମାନେେ ମାଶାଙ୍କେୁ ବିଶ୍ବାସ କରିଛ, ତବେେ ତୁମ୍ଭେ ମାେତେ ମଧ୍ଯ ବିଶ୍ବାସ କରିବ। କାରଣ ମାଶାେ ମାେ ବିଷୟ ରେ ଲେଖିଥିଲେ।

ଯୋହନଲିଖିତ ସୁସମାଚାର 8:37

ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମାେତେ ହତ୍ଯା କରିବାକୁ ଚାହଁ, ଯେ ହତେୁ ତୁମ୍ଭେ ମାରେ ଉପଦେଶ ଗ୍ରହଣ କରିବା ପାଇଁ ଚାହଁନାହିଁ।

ଯୋହନଲିଖିତ ସୁସମାଚାର 8:46

ତୁମ୍ଭମାନଙ୍କ ମଧ୍ଯରୁ କହେି ଜଣେ ଏ କଥା ପ୍ରମାଣ କରିପାରିବ ଯେ, ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ଯ କ ହେ, ତବେେ ମାେତେ କାହିଁକି ବିଶ୍ବାସ କରୁନାହଁ?

ଯୋହନଲିଖିତ ସୁସମାଚାର 12:44

ତା'ପରେ ଯୀଶୁ ଚିତ୍କାର କରି କହିଲେ, ମାଠାେ ରେ ଯେଉଁ ଲୋକ ବିଶ୍ବାସ ରେଖ, ସେ ପ୍ରକୃତ ରେ ମାେ ଠା ରେ ନୁହେଁ ମାତ୍ର ଯେ ମାେତେ ପଠାଇଛନ୍ତି, ତାହାଙ୍କଠା ରେ ବିଶ୍ବାସ ରେଖ।

Interlinear

Choose Theme