Home Bibles ଯୋହନଲିଖିତ ସୁସମାଚାର 6:28 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 6:28 · ଓଡ଼ିଆ ବାଇବେଲ

ଲୋକମାନେ ଯୀଶୁଙ୍କୁ ପଚାରିଲେ, ଆମ୍ଭେ କ'ଣ କ'ଣ କରିବା ଉଚିତ ବୋଲି ପରମେଶ୍ବର ଚାହାଁନ୍ତି?

Cross references

ଦିତୀୟ ବିବରଣ 5:27

ହେ ମାଶାେ ୟାଅ ଓ ଶକ୍ସ୍ଟଣ, ଯାହାସବୁ ସଦାପ୍ରଭୁ ଆମ୍ଭର ପରମେଶ୍ବର କହନ୍ତି ଏବଂ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କଠାରକ୍ସ୍ଟ ଯାହା ଶକ୍ସ୍ଟଣିଛକ୍ସ୍ଟ, ତାହା ଆମ୍ଭମାନଙ୍କୁ କକ୍ସ୍ଟହ ଏବଂ ଆମ୍ଭମାନେେ ତାହା ପାଳନ କରିବକ୍ସ୍ଟ।'

ଯିରିମିୟ 42:3

ଆଉ ଆମ୍ଭମାନଙ୍କର କେଉଁ ପଥରେ ୟିବା ଉଚିତ୍ ଓ କେଉଁ କାର୍ୟ୍ଯ କରିବା ଉଚିତ୍, ତାହା ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ବରଙ୍କୁ ପ୍ରାର୍ଥନା କରି ଆମ୍ଭମାନଙ୍କୁ ଜଣାଇବ।

ଯିରିମିୟ 42:20

ପୁଣି ତୁମ୍ଭମାନେେ ନିଜ ନିଜ ପ୍ରାଣ ବିରୁଦ୍ଧ ରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିକଟକୁ ମାେତେ ପଠାଇ କହିଲ, 'ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯାହା ଯାହା କହିବେ, ତଦନୁସା ରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭମାନେେ ତାହା ପାଳନ କରିବୁ।'

ମୀଖା 6:7

ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?

ମାଥିଉଲିଖିତ ସୁସମାଚାର 19:16

ଜଣେ ଲୋକ ଆସି ଯୀଶୁଙ୍କୁ ପଚ଼ରିଲେ, ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ?

ଲୂକଲିଖିତ ସୁସମାଚାର 10:25

ତା'ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବି?

ରେରିତମାନଙ୍କ କାର୍ଯ୍ୟର ବିବରଣ 2:37

ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସମାନେେ ପିତର ଓ ଅନ୍ୟ ପ୍ ରରେିତମାନଙ୍କୁ ପଚାରିଲେ, ଭାଇମାନେ, ଆମ୍ଭେ କ'ଣ କରିବା?

ରେରିତମାନଙ୍କ କାର୍ଯ୍ୟର ବିବରଣ 9:6

ଏବେ ଉଠ ଓ ନଗରକୁ ଯାଅ। ସଠାେରେ ତୁମ୍ଭକୁ କ'ଣ କରିବାକୁ ହବେ, ତାହା ତୁମ୍ଭକୁ ଜଣେ କହିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:30

ତା'ପରେ ସେ ସମାନଙ୍କେୁ ବାହାରକୁ ଆଣି ପଚ଼ାରିଲେ, ମହାଶୟମାନେ, ପରିତ୍ରାଣ ପାଇବା ପାଇଁ ମାରେ କ'ଣ କରିବା ଆବଶ୍ଯକ?

Interlinear

Choose Theme