ଯୋହନଲିଖିତ ସୁସମାଚାର 6:18 · ଓଡ଼ିଆ ବାଇବେଲ
ଖୁବ୍ ଜାରେ ରେ ପବନ ବହୁଥିଲା। ହ୍ରଦ ରେ ବଡ ବଡ ଢେଉ ଉଠିଲା।
Cross references
ଗୀତସଂହିତା 107:25
ପରମେଶ୍ବର ଆଜ୍ଞା କଲେ ଏବଂ ପ୍ରବଳ ବାଯୁ ଉଠି ଆସିଲା। ଢ଼େଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
ଗୀତସଂହିତା 135:7
ପରମେଶ୍ବର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହିତ କରାନ୍ତି।
ମାଥିଉଲିଖିତ ସୁସମାଚାର 14:24
ସେତବେେଳକେୁ ହ୍ରଦ ଭିତ ରେ ଡଙ୍ଗା ଅନକେ ଦୂରକୁ ଚାଲିଯାଇଥିଲା। ଢେଉ ରେ ଧକ୍କା ଖାଇ ଡଙ୍ଗଟି ଟଳମଳ ହେଉଥିଲା। ଖୁବ୍ ଜାରେ ରେ ପ୍ରତିକୂଳ ପବନ ବହୁଥିଲା।