Home Bibles ☰ Books ଯୋହନଲିଖିତ ସୁସମାଚାର 5:29 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 5:29 · ଓଡ଼ିଆ ବାଇବେଲ

ସମାନେେ ସମାନଙ୍କେର ସମାଧିରୁ ବାହାରିବେ। ଜୀବନ ରେ ସତ୍ କାର୍ୟ୍ଯ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ୟ୍ଯ କରିଥିବା ଲୋକମାନେ ଦୋଷୀ ଭାବରେ ବିଚାରିତ ହବୋ ପାଇଁ ଉଠିବେ।

Cross references

ଦାନିଏଲ 12:2

ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।

ମାଥିଉଲିଖିତ ସୁସମାଚାର 25:31

ମନୁଷ୍ଯପୁତ୍ର ପୁଣି ଥରେ ଆସିବେ। ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ବର୍ଗଦୂତ ମାନେ ଆସିବେ। ସେ ରାଜା ହବେେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ।

ଲୂକଲିଖିତ ସୁସମାଚାର 14:14

ଏ ଲୋକମାନଙ୍କର କିଛି ନଥିବାରୁ ସମାନେେ ତୁମ୍ଭକୁ ପ୍ରତିବଦଳ ରେ କିଛି ଦଇେ ପାରିବନୋହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହବେ। କିନ୍ତୁ ଯେତବେେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ଯରୁ ଜୀବୀତ ହବେେ, ସହେି ସମୟରେ ତୁମ୍ଭମାନେେ ତୁମ୍ଭର ପୁରସ୍କାର ପାଇବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:15

ଏହି ବ୍ଯକ୍ତିମାନଙ୍କ ଭଳି, ମୁଁ ମଧ୍ଯ ପରମେଶ୍ବରଙ୍କଠା ରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ଯୁରୁ ପୁନରୁତ୍ଥାନ ହବେ।

ରୋମୀୟଙ୍କ ପ୍ରତି ପତ୍ର 2:6

ପରମେଶ୍ବର ପ୍ରେତ୍ୟକକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦବେେ।

ଗାଲାତୀୟଙ୍କ ପ୍ରତି ପତ୍ର 6:8

ଯେଉଁ ଲୋକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:18

ଧନୀ ଲୋକମାନଙ୍କୁ କୁହ ଯେ ସମାନେେ ଭଲ କାମ କରନ୍ତୁ। ସମାନଙ୍କେୁ କୁହ ଯେ, ଭଲ କାମ କରିବା ରେ ସମାନେେ ଧନୀ ହୁଅନ୍ତୁ।

ଏବ୍ରୀ 13:16

ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କବେେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ବାରା ପରମେଶ୍ବର ପ୍ରସନ୍ନ ହୁଅନ୍ତି।

ପିତରଙ୍କ ପ୍ରଥମ ପତ୍ 3:11

ସେ ମନ୍ଦ କାର୍ୟ୍ଯ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ। ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ଯ ରଖି ଚେଷ୍ଟା କରିବା ଉଚିତ।

Interlinear

Choose Theme