Home Bibles ☰ Books ଯୋହନଲିଖିତ ସୁସମାଚାର 5:13 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 5:13 · ଓଡ଼ିଆ ବାଇବେଲ

କିନ୍ତୁ ସୁସ୍ଥ ହାଇେଥିବା ଲୋକଟି, ସେ ବ୍ଯକ୍ତିଟି କିଏ ତାହା ଜାଣି ନଥିଲା। ସହେି ଜାଗା ରେ ବହୁତ ଲୋକଥିଲେ ଓ ଯୀଶୁ ସଠାରୁେ ଚାଲି ଯାଇଥିଲେ।

Cross references

ଲୂକଲିଖିତ ସୁସମାଚାର 4:30

କିନ୍ତୁ ଯୀଶୁ ସମାନଙ୍କେ ମଧ୍ଯ ଦଇେ ଚାଲିଗଲେ।

ଲୂକଲିଖିତ ସୁସମାଚାର 24:31

ସହେି ସମୟରେ ସହେି ଦୁଇଜଣଙ୍କର ଚକ୍ଷୁ ଖାଲିଦେିଆଗଲା ଓ ସମାନେେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସମାନଙ୍କେ ସାମନାରୁ ଅଦୃଶ୍ଯ ହାଇଗେଲେ।

ଯୋହନଲିଖିତ ସୁସମାଚାର 8:59

ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।

ଯୋହନଲିଖିତ ସୁସମାଚାର 14:9

ଯୀଶୁ ଉତ୍ତର ଦେଲେ, ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମାେତେ ଜାଣିବା ଉଚିତ। ମାେତେ ୟିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ଯ ଦେଖିଛି। ତେଣୁ ତୁମ୍ଭେ ମାେତେ କାହିଁକି କହୁଛ, 'ଆମ୍ଭକୁ ପରମପିତାଙ୍କୁ ଦଖାେଅ?'

Interlinear

Choose Theme