Home Bibles ଯୋହନଲିଖିତ ସୁସମାଚାର 4:18 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 4:18 · ଓଡ଼ିଆ ବାଇବେଲ

ପ୍ରକୃତ ରେ ତୁମ୍ଭର ପାଞ୍ଚଜଣ ସ୍ବାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ, ସେ ତୁମ୍ଭର ସ୍ବାମୀ ନୁହେଁ। ତୁମ୍ଭେ ମାେତେ ସତ୍ଯ କହିଲ।

Cross references

ଆଦି ପୁସ୍ତକ 20:3

କିନ୍ତୁ ଏକ ରାତି ରେ, ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀ ଲୋକକୁ ଆଣିଛ ସେ ବିବାହିତା।

ଆଦି ପୁସ୍ତକ 34:2

ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା।

ଆଦି ପୁସ୍ତକ 34:7

ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା।

ଆଦି ପୁସ୍ତକ 34:31

କିନ୍ତୁ ଭାଇମାନେ କହିଲେ, ସହେି ଲୋକମାନେ ଆମ ଭଉଣୀ ପ୍ରତି ଏକ ବେଶ୍ଯା ଭଳି ବ୍ଯବହାର କରି ଠିକ୍ କରି ନାହାଁନ୍ତି।

ଗଣନା ପୁସ୍ତକ 5:29

ଏହା ଇର୍ଷାଜନକ ବ୍ଯବସ୍ଥା, ଯଥା: ସ୍ତ୍ରୀ ସ୍ବାମୀର ଅଧୀନ ରେ ଥାଉ ଥାଉ ବିପଥଗାମୀ ହାଇେ ଅଶୁଚି ହେଲେ।

ରୂତର ବିବରଣ 4:10

ମୁ ମଧ୍ଯ ମାୟୋବ ଦେଶୀଯ ମୃତ ମହଲୋନର ବିଧବା ସ୍ତ୍ରୀ ଋତକକ୍ସ୍ଟ ମାରେ ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳ ରେ ମୃତ ବ୍ଯକ୍ତିର ଜମିଜମା ସବୁ ତା'ର ପରିବାର ରେ ରହିବ। ଏହି ପ୍ରକାର ରେ ମୃତ ଲୋକର ନାମ ପୁରାପୁରି ଭୂଲି ହବେନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।

ଯିରିମିୟ 3:20

ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ବାମୀ ପ୍ରତି ବିଶ୍ବାସଘାତକତା କରି ପରିତ୍ଯାଗ କରେ, ତୁମ୍ଭେ ଇଶ୍ରାୟେଲ ସହେିପରି ଆମ୍ଭ ପ୍ରତି ବିଶ୍ବାସଘାତକତା କରିଅଛ।

ଯିହିଜିକଲ 16:32

ତୁମ୍ଭେ ଜଣେ ବ୍ଯଭିଚାରିଣୀ ସ୍ତ୍ରୀ, ତୁମ୍ଭେ ସ୍ବାମୀକୁ ଛାଡ଼ି ଆଗନ୍ତୁକ ପୁରୁଷମାନଙ୍କୁ ୟୌନ ସହଚର ରୂପେ ପସନ୍ଦ କଲ।

ଯିହିଜିକଲ 16:35

ଏଣୁ ହେ ଗଣିକା, ସଦାପ୍ରଭୁଙ୍କ ବାକ୍ଯ ଶୁଣ।

ମାର୍କଲିଖିତ ସୁସମାଚାର 10:12

ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦଇେ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହୁଏ।

ଯୋହନଲିଖିତ ସୁସମାଚାର 4:16

ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ବାମୀଙ୍କୁ ଡାକି ଏଠାକୁ ଆସ।

ରୋମୀୟଙ୍କ ପ୍ରତି ପତ୍ର 7:3

କିନ୍ତୁ ଯେତବେେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ଅବସ୍ଥା ରେ, ଆଉ ଜଣକୁ ବିବାହ କରେ, ବ୍ଯବସ୍ଥା କୁ ହେ ଯେ, ସେ ବ୍ଯଭିଚ଼ାର ଦୋଷ ରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ବାମୀ ମରି ଯାଏ, ତାହା ହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ଯବସ୍ଥାରୁ ମୁକ୍ତ ହାଇେ ଯାଏ। ଅତଏବ, ଯଦି ସହେି ସ୍ତ୍ରୀଲୋକ ସ୍ବାମୀର ମୃତ୍ଯୁ ପରେ ଆଉ ଜଣକୁ ବିବାହ କରେ, ସେ ବ୍ଯଭିଚ଼ାର ଦୋଷ ରେ ଆଉ ଦୋଷୀ ହୁଏ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:10

ଯେଉଁମାନେ ବିବାହିତ ସମାନଙ୍କେୁ ମୁଁ ଏକ ଆଦେଶ ଦେଉଛି - ଏହି ଆଦେଶ ମାେ' ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।

ଏବ୍ରୀ 13:4

ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।

Interlinear

Choose Theme