Home Bibles ମାର୍କଲିଖିତ ସୁସମାଚାର 10:12 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 10:12 · ଓଡ଼ିଆ ବାଇବେଲ

ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦଇେ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହୁଏ।

Cross references

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:11

ଯେ ପତ୍ନୀ ନିଜ ପତିରକୁ କବେେ ହେଲେ ଛାଡ଼ିବା ଉଚିତ ନୁହେଁ, କିନ୍ତୁ ଯଦି ପତ୍ନୀ ପତିକୁ ଛାଡ଼େ, ତା' ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶି ୟିବା ଉଚିତ୍। ଠିକ୍ ସହେିଭଳି ପତି ମଧ୍ଯ ନିଜ ପତ୍ନୀକୁ ଛାଡ଼ପତ୍ର ଦବୋ ଉଚିତ୍ ନୁହେଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:13

ଯଦି କୌଣସି ପତ୍ନୀର ପତି ଅଛି, ଓ ସେ ଖ୍ରୀଷ୍ଟ ବିଶ୍ବାସୀ ନୁହେଁ, କିନ୍ତୁ ସେ ପତ୍ନୀ ସହିତ ରହିବା ପାଇଁ ଇଚ୍ଛୁକ, ତା' ହେଲେ ପତ୍ନୀ ତାକୁ ଛାଡ଼ପତ୍ର ଦବୋ ଅନୁଚିତ।

Interlinear

Choose Theme