ଯୋହନଲିଖିତ ସୁସମାଚାର 11:14 · ଓଡ଼ିଆ ବାଇବେଲ
ତେଣୁ ଯୀଶୁ ସ୍ପଷ୍ଟରୂପେ କହିଲେ, ଲାଜାର ମରିଯାଇଛନ୍ତି,
Cross references
ଯୋହନଲିଖିତ ସୁସମାଚାର 10:24
ଯିହୂଦୀମାନେ ଯୀଶୁଙ୍କ ଚାରିପାଖେ ଘରେିଗଲେ। ସମାନେେ ପଚାରିଲେ, ତୁମ୍ଭେ କେତେ ସମୟ ପର୍ୟ୍ଯନ୍ତ ନିଜ ବିଷୟ ରେ ଆମ୍ଭକୁ ସନ୍ଦହେ ରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ ତବେେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।
ଯୋହନଲିଖିତ ସୁସମାଚାର 16:25
ମୁଁ ତୁମ୍ଭକୁ ସାଙ୍କତେିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତବେେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟ ରେ ସରଳ ଭାଷା ରେ କହିବି।
ଯୋହନଲିଖିତ ସୁସମାଚାର 16:29
ଯୀଶୁଙ୍କର ଶିଷ୍ଯମାନେ କହିଲେ, ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁନାହଁ।