Home Bibles ଯୋହନଲିଖିତ ସୁସମାଚାର 1:39 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 1:39 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ କହିଲେ, ମାେ ସହିତ ଆସ, ତୁମ୍ଭମାନେେ ଦେଖିବ। ତେଣୁ ସହେି ଦୁଇ ଜଣ ଯୀଶୁଙ୍କ ସହିତ ଗଲେ। ସମାନେେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସମାନେେ ଯୀଶୁଙ୍କ ସିହତ ରହିଲେ। ସେତବେେଳେ ସମୟ ପ୍ରାୟ ଚାରିଘଣ୍ଟା ହାଇେଥିଲା ା

Cross references

ହିତୋପଦେଶ 8:17

ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।

ମାଥିଉଲିଖିତ ସୁସମାଚାର 11:28

ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।

ଲୂକଲିଖିତ ସୁସମାଚାର 24:29

କିନ୍ତୁ ସମାନେେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭ ସାଙ୍ଗ ରେ ରହିଯାଅ। ସନ୍ଧ୍ଯାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ। ତେଣୁ ଯୀଶୁ ସମାନଙ୍କେ ସହିତ ରହିବା ପାଇଁ ଘର ଭିତରକୁ ଗଲେ।

ଯୋହନଲିଖିତ ସୁସମାଚାର 1:46

ନିଥନିଯଲେ ଫିଲିପ୍ପଙ୍କୁ କହିଲେ, ନାଜରିତ, ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହାଇପୋ ରେ?

ଯୋହନଲିଖିତ ସୁସମାଚାର 4:40

ଶମିରୋଣୀୟମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ତାହାଙ୍କୁ ସମାନଙ୍କେ ସହିତ କିଛି ଦିନ ରହିବା ପାଇଁ ଅନୁ ରୋଧ କଲେ। ତେଣୁ ଯୀଶୁ ସଠାେରେ ଦୁଇ ଦିନ ରହିଲେ।

ଯୋହନଲିଖିତ ସୁସମାଚାର 6:37

ମାରେ ପରମପିତା ମାେତେ ମାେ ଲୋକମାନଙ୍କୁ ଦଇେଛନ୍ତି। ସମାନେେ ପ୍ରେତ୍ୟକକ ମାେ ପାଖକୁ ଆସିବେ। ମୁଁ ସର୍ବଦା ମାେ ପାଖକୁ ଆସୁଥିବା ପ୍ରେତ୍ୟକକଙ୍କୁ ଗ୍ରହଣ କରିବି।

ଯୋହନଲିଖିତ ସୁସମାଚାର 14:22

ତା'ପରେ ୟିହୂଦା (ଈଷ୍କରିଯୋଥ ନୁହଁନ୍ତି) ତାହାଙ୍କୁ ପଚାରିଲେ, କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠା ରେ ନିଜକୁ ଦଖାଇବୋ ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦଖାେଉ ନାହାଁନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:30

ପାଉଲ ଦୁଇ ବର୍ଷ ପର୍ୟ୍ଯନ୍ତ ନିଜର ଭଡ଼ା ଘ ରେ ରହିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:20

ଦେଖ, ମୁଁ ଏଠା ରେ ଅଛି ଓ ଦ୍ବାର ପାଖ ରେ ଠିଆ ହାଇେ ଆଘାତ କରୁଛି। ଯଦି ଜଣେ ଲୋକ ମାେ ସ୍ବର ଶୁଣେ ଓ ଦ୍ବାର ଫିଟାଏ, ତବେେ ମୁଁ ଭିତରକୁ ଆସି ସହେି ଲୋକ ସହିତ ଖାଇବି। ସେ ଲୋକ ମଧ୍ଯ ମାେ ସହିତ ଖାଦ୍ୟ ଖାଇବ।

Interlinear

Choose Theme