ଲେବୀୟ ପୁସ୍ତକ 26:10 · ଓଡ଼ିଆ ବାଇବେଲ
ତୁମ୍ଭମାନେେ ବହୁକାଳ ପର୍ୟ୍ଯନ୍ତ ପୁରାତନ ଶସ୍ଯକୁ ଭୋଜନ କରିବ। ପୁଣି ନୂତନ ଶସ୍ଯ ଅମଳ ବଳକେୁ ରଖିବା ପାଇଁ ପୁରାତନ ଶସ୍ଯକୁ ବାହାର କରିବା।
Cross references
ଲେବୀୟ ପୁସ୍ତକ 25:22
ତୁମ୍ଭମାନେେ ଅଷ୍ଟମ ବର୍ଷ ରେ ଯେତବେେଳେ ବୁଣିବ ସେତବେେଳେ ତୁମ୍ଭମାନେେ ପୁରାତନ ଶସ୍ଯ ଖାଉଥିବ। ତୁମ୍ଭମାନେେ ନବମବର୍ଷ ଫଳ ଉତ୍ପନ୍ନ ହବୋ ପର୍ୟ୍ଯନ୍ତ ସହେି ପୁରାତନ ଶସ୍ଯ ଖାଇବ।
ଯିହୋଶୂୟ 5:11
ଆଉ ନିସ୍ତାର ପର୍ବର ପୂର୍ବଦିନ ସମାନେେ ଦେଶର ଶସ୍ଯ ତାଡିଶୂନ୍ଯ ରୋଟୀ ଓ ଭଜା ଶସ୍ଯ ଖାଇଲେ।
ଦିତୀୟ ରାଜାବଳୀ 19:29
ହେ ହିଜକିଯ, ଏହା ତୁମ୍ଭ ପ୍ରତି ମାରେ ସାହାୟ୍ଯର ଚିହ୍ନ ହବେ। ଏହି ବର୍ଷ ତୁମ୍ଭମାନେେ ସ୍ବଯଂ କ୍ଷତେ ରେ ବଢିଥିବା ଶସ୍ଯ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ଯ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ଯ କାଟିବ ଓ ତୁମ୍ଭ ଦ୍ବାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ।
ଲୂକଲିଖିତ ସୁସମାଚାର 12:17
ଲୋକଟି ମନେ ମନେ ଭାବିଲା, 'ମୁଁ କ'ଣ କରିବି? ମାେ ପାଖ ରେ ମାରେ ସବୁ ଶସ୍ଯତକ ରଖିବା ପାଇଁ ଜାଗା ନାହିଁ।