Home Bibles ଆୟୁବ ପୁସ୍ତକ 8:11 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 8:11 · ଓଡ଼ିଆ ବାଇବେଲ

ବିଲଦଦ୍ ଉତ୍ତର ଦଲୋ, ଶୁଖିଲା ଭୂମିରେ କ'ଣ ନଳବଣ ବଢ଼ିପା ରେ ? ଜଳବିନା କ'ଣ ସନ୍ତରା ବଢ଼ିପା ରେ।

Cross references

ଯାତ୍ରା ପୁସ୍ତକ 2:3

ଯେତବେେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଚାଇ ପାରିଲା ନାହିଁ, ସେସ ଏକ ଟୋକଇେ ତିଆରି କରି ତଲେ ଓ ରାଳ ଲପନେ କଲା। ସେ ସହେି ବାଳକଟିକୁ ଟୋକଇେ ରେ ରଖିଲା ଏବଂ ନଦୀ ରେ ନଳବନ ମଝି ରେ ରଖିଲା।

ଯିଶାଇୟ 19:5

ନୀଳନଦୀ ଶୁଷ୍କ ହବେ ଏବଂ ନଦୀଗୁଡ଼ିକ ଜଳଶୂନ୍ଯ ହବେ।

ଯିଶାଇୟ 19:6

ସମସ୍ତ ନଦୀ ଦୁର୍ଗନ୍ଧ ହବେ। ମିଶରର ସମସ୍ତ ନାଳ ଶୁଷ୍କ ହାଇେ ଜଳଶୂନ୍ଯ ହବେ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ।

Interlinear

Choose Theme