Home Bibles ଆୟୁବ ପୁସ୍ତକ 7:4 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 7:4 · ଓଡ଼ିଆ ବାଇବେଲ

ଯେତବେେଳେ ମୁଁ ଶଯନ କରେ, ମୁଁ କ ହେ, 'ଆଉ କେତେ ସମୟ ପରେ ଶୟ୍ଯା ତ୍ଯାଗ କରିବି।' ମାତ୍ର ରାତ୍ରି ଦୀର୍ଘ ହୁଏ। ଏବଂ ପ୍ରଭାତ ପର୍ୟ୍ଯନ୍ତ ମୁଁ ବିଛଣା ରେ ଛଟପଟ ହୁଏ।

Cross references

ଦିତୀୟ ବିବରଣ 28:67

ତୁମ୍ଭେ ଯେଉଁ ଆଶଙ୍କା କରିବ; ତକ୍ସ୍ଟମ୍ଭ ହୃଦଯର ସହେି ଆଶଙ୍କା ହତେକ୍ସ୍ଟ ଓ ତୁମ୍ଭେ ଯାହା ଦେଖିବ, ତକ୍ସ୍ଟମ୍ଭ ଚକ୍ଷକ୍ସ୍ଟର ସହେ ଦର୍ଶନ ହତେକ୍ସ୍ଟ ସକାଳ ହେଲେ, ତୁମ୍ଭମାନେେ କହିବ, 'ଆହା ସନ୍ଧ୍ଯା ହକ୍ସ୍ଟଅନ୍ତା କି।' ପକ୍ସ୍ଟଣି ସନ୍ଧ୍ଯା ସମୟରେ ତୁମ୍ଭମାନେେ କହିବ, 'ଦିନ ହକ୍ସ୍ଟଅନ୍ତା କି।' କାରଣ ତୁମ୍ଭମାନେେ ଏପରି ଭୟାଭୟତା ଦୃଶ୍ଯମାନ ଦେଖିବ।

ଆୟୁବ ପୁସ୍ତକ 7:13

ଯଦି ମୁଁ କ ହେ ମାରେ ବିଛଣା ମାେତେ ଆନନ୍ଦ ଆଣି ଦବୋ ଉଚିତ୍। ମାରେ ବିଛଣା ମାେତେ ବିଶ୍ରାମ ଓ ଶାନ୍ତି ଆଣି ଦବୋ ଉଚିତ୍।

ଆୟୁବ ପୁସ୍ତକ 17:12

ମାରେ ମିତ୍ରଗଣ ସବୁ ସନ୍ଦହେ ରେ ଅଛନ୍ତି। ସମାନେେ ରାତିକୁ ଦିନ ବୋଲି ଭାବନ୍ତି। ସମାନେେ କହନ୍ତି, ଏହା ଶୀଘ୍ର ଆଲୋକିତ ହବେ, ଯେତବେେଳେ ଏହା ଅନ୍ଧକାର ହେଉଛି।

ଆୟୁବ ପୁସ୍ତକ 30:17

ମାରେ ଦହରେ ସମସ୍ତ ହାଡ଼ ରାତି ରେ ୟନ୍ତ୍ରଣା ଦିଏ। ମାରେ କଷ୍ଟ କବେେ ମାେତେ ଚୋବଇବୋ ବନ୍ଦ କରେ ନାହିଁ।

ଗୀତସଂହିତା 6:6

ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।

ଗୀତସଂହିତା 77:4

ତୁମ୍ଭେ ମାେ ଚକ୍ଷୁକୁ ଉଜାଗର କରି ରଖୁଅଛ। ମୁଁ ଏମନ୍ତ ବ୍ଯାକୁଳ ୟେ କଥା କହିପାରୁ ନାହିଁ।

ଗୀତସଂହିତା 109:23

ମୁଁ ଅନୁଭବ କରୁଛି, ୟପରେି ମାରେ ଜୀବନ ଶଷେ ହାଇେ ଆସୁଛି। ୟପରେି ଦିନ ବିରାଟ ଛାଇପରି ସରିସରି ଆସୁଛି। ମୁଁ ଛାରପୋକ ପରି ନ୍ଯାଯ ଚାଳିତ ହେଉଅଛି।

ଗୀତସଂହିତା 130:6

ମୁଁ ମାରେ ପ୍ରଭୁଙ୍କ ପାଇଁ ଅପେକ୍ଷା କରେ, ୟପରେି ଜଣେ ପ୍ରହରୀ ସକାଳ ଆସିବା ପର୍ୟ୍ଯନ୍ତ ଅପେକ୍ଷା କରେ।

ଯିଶାଇୟ 54:11

ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।

Interlinear

Choose Theme