Home Bibles ☰ Books ଦିତୀୟ ବିବରଣ 28:67 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 28:67 · ଓଡ଼ିଆ ବାଇବେଲ

ତୁମ୍ଭେ ଯେଉଁ ଆଶଙ୍କା କରିବ; ତକ୍ସ୍ଟମ୍ଭ ହୃଦଯର ସହେି ଆଶଙ୍କା ହତେକ୍ସ୍ଟ ଓ ତୁମ୍ଭେ ଯାହା ଦେଖିବ, ତକ୍ସ୍ଟମ୍ଭ ଚକ୍ଷକ୍ସ୍ଟର ସହେ ଦର୍ଶନ ହତେକ୍ସ୍ଟ ସକାଳ ହେଲେ, ତୁମ୍ଭମାନେେ କହିବ, 'ଆହା ସନ୍ଧ୍ଯା ହକ୍ସ୍ଟଅନ୍ତା କି।' ପକ୍ସ୍ଟଣି ସନ୍ଧ୍ଯା ସମୟରେ ତୁମ୍ଭମାନେେ କହିବ, 'ଦିନ ହକ୍ସ୍ଟଅନ୍ତା କି।' କାରଣ ତୁମ୍ଭମାନେେ ଏପରି ଭୟାଭୟତା ଦୃଶ୍ଯମାନ ଦେଖିବ।

Cross references

ଦିତୀୟ ବିବରଣ 28:34

ତୁମ୍ଭେ ଯାହା ଦେଖିବ ତାହାରି ପାଇଁ ତୁମ୍ଭେ ଉନ୍ନତ ହବେ।

ଆୟୁବ ପୁସ୍ତକ 7:3

ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।

ଆୟୁବ ପୁସ୍ତକ 7:4

ଯେତବେେଳେ ମୁଁ ଶଯନ କରେ, ମୁଁ କ ହେ, 'ଆଉ କେତେ ସମୟ ପରେ ଶୟ୍ଯା ତ୍ଯାଗ କରିବି।' ମାତ୍ର ରାତ୍ରି ଦୀର୍ଘ ହୁଏ। ଏବଂ ପ୍ରଭାତ ପର୍ୟ୍ଯନ୍ତ ମୁଁ ବିଛଣା ରେ ଛଟପଟ ହୁଏ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:6

ସହେି ସମୟରେ ଲୋକମାନେ ମରଣ ଚାହିଁଲେ, କିନ୍ତୁ ମରିପାରିବେ ନାହିଁ। ମରଣ ଖାଜେିବା ସତ୍ତ୍ବେ ମରଣ ସମାନଙ୍କେୁ ମିଳିବ ନାହିଁ।

Interlinear

Choose Theme