ଆୟୁବ ପୁସ୍ତକ 6:12 · ଓଡ଼ିଆ ବାଇବେଲ
ମୁଁ ପଥର ଭଳି ଶକ୍ତ ନୁହେଁ। ମାରେ ମାଂସ ତମ୍ବା ରେ ତିଆରି ନୁହେଁ।
Cross references
ଆୟୁବ ପୁସ୍ତକ 40:18
ବ ହମାେତର ହାଡ଼ସବୁ ତମ୍ବା ପରି ଅତି ଶକ୍ତ। ତା'ର ଗୋଡ଼ ଲୁହାଖମ୍ବ ଭଳି ଶକ୍ତ।
ଆୟୁବ ପୁସ୍ତକ 41:24
ତା'ର ହୃତପିଣ୍ଡ ପଥର ସଦୃଶ। ଏହା ପଷେଣଶାଳାର ତଳ ପଥର ସଦୃଶ।