ଆୟୁବ ପୁସ୍ତକ 40:18 · ଓଡ଼ିଆ ବାଇବେଲ
ବ ହମାେତର ହାଡ଼ସବୁ ତମ୍ବା ପରି ଅତି ଶକ୍ତ। ତା'ର ଗୋଡ଼ ଲୁହାଖମ୍ବ ଭଳି ଶକ୍ତ।
Cross references
ଆୟୁବ ପୁସ୍ତକ 7:12
ହେ ପରମେଶ୍ବର, କାହିଁକି ତୁମ୍ଭେ ମାେତେ ପ୍ରହରା ଦେଉଛ ? ମୁଁ କ'ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି ?
ଯିଶାଇୟ 48:4
କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ଯ ; ମାରେ ବାକ୍ଯ ତୁମ୍ଭେ ବିଶ୍ବାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ବରୂପ ବୋଲି ଆମ୍ଭେ ଜାଣିଲୁ।