ହେ ସଦାପ୍ରଭୁ, ଅତୀତ ରେ ମୁଁ ତୁମ୍ଭ ବିଷଯ ରେ ଶୁଣିଥିଲି। କିନ୍ତୁ ଆଜି ମୁଁ ସ୍ବଚକ୍ଷୁ ରେ ତୁମ୍ଭକୁ ଦେଖିଲି।
Cross references
ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।
ଗୁପ୍ତ ରେ ମାେ ନିକଟକୁ ଗୋଟିଏ ଖବର ଆସିଲା। ମାରେ କାନ ସହେି ବିଷଯ ରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।
କିନ୍ତୁ ମୁଁ ଯଦି ପୂର୍ବକୁ ୟାଏ ପରମେଶ୍ବର ସଠାେରେ ନାହାଁନ୍ତି। ମୁଁ ପଶ୍ଚିମକୁ ୟାଏ ସଠାେରେ ପରମେଶ୍ବରଙ୍କୁ ଦେଖିପା ରେ ନାହିଁ।
ଏହି କେତକେ ଆଶ୍ଚର୍ୟ୍ଯ ବିଷଯ ପରମେଶ୍ବର କରନ୍ତି। ତାଙ୍କ ବିଷଯ ରେ ଆମ୍ଭେ କବଳେ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।
ବିନାଶ ଓ ମୃତ୍ଯୁ ମଧ୍ଯ କହନ୍ତି, 'ଆମ୍ଭମାନେେ ଜ୍ଞାନକୁ କେଉଁଠା ରେ ପାଇ ନାହୁଁ। କବଳେ ଆମ୍ଭମାନେେ ତା' ବିଷଯ ରେ ଜନରବ ଶୁଣିଅଛୁ।'
ତା'ପରେ ସେ ମନୁଷ୍ଯମାନଙ୍କର କାନ ଖାଲିେ ଦିଅନ୍ତି ଏବଂ ସମାନଙ୍କେୁ ଭୟଭୀତ କରାନ୍ତି ସମାନେେ ଯାହା ଶୁଣନ୍ତି।
ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।
ସେତବେେଳେ ମୁଁ ଭୟଭୀତ ହାଇେ କହିଲି, ହାୟ ! ହାୟ ! ମୁଁ ନଷ୍ଟ ହାଇଗଲିେ। କାରଣ ମୁଁ ଏତେ ଅପବିତ୍ର ଯେ ପରମେଶ୍ବରଙ୍କ ନିକଟରେ କହିବାକୁ ଅ ଯୋଗ୍ଯ। ପୁରି ଏପରି ଅଶୁଚି ଲୋକମାନଙ୍କ ମଧିଅରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅୟୋଗ୍ଯ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।'
ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।
ୟିଶାଇୟ ଏକଥା କହିଥଲେେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟ ରେ ଏହା କହିଲେ।
ମାେତେ ଯେଉଁ ଲୋକ ଦେଖେ, ସେ ପ୍ରକୃତ ରେ ମାରେ ପ୍ ରରଣୋ କର୍ତ୍ତାଙ୍କୁ ଦେଖେ।
କିନ୍ତୁ ସ୍ତିଫାନ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଆକାଶକୁ ଚାହିଁଲେ। ସଠାେରେ ସେ ପରମେଶ୍ବରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ବରଙ୍କ ଡାହାଣ ପଟେ ଠିଆ ହବୋର ଦେଖିଲେ।
ସୁସମାଗ୍ଭର ଶୁଣିଲେ ବିଶ୍ବାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟ ରେ କହିଲେ ଲୋକେ ଶୁଣନ୍ତି।
ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ବରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସହେି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ବର ବିଷୟକ ସମସ୍ତ ତଥ୍ଯକୁ ସ୍ପଷ୍ଟ କରିଦବେ, ଯାହା ଫଳ ରେ ତୁମ୍ଭମାନେେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।