Home Bibles ଆୟୁବ ପୁସ୍ତକ 28:22 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 28:22 · ଓଡ଼ିଆ ବାଇବେଲ

ବିନାଶ ଓ ମୃତ୍ଯୁ ମଧ୍ଯ କହନ୍ତି, 'ଆମ୍ଭମାନେେ ଜ୍ଞାନକୁ କେଉଁଠା ରେ ପାଇ ନାହୁଁ। କବଳେ ଆମ୍ଭମାନେେ ତା' ବିଷଯ ରେ ଜନରବ ଶୁଣିଅଛୁ।'

Cross references

ଆୟୁବ ପୁସ୍ତକ 26:6

କିନ୍ତୁ ପରମେଶ୍ବର ସହେି ମୃତ ଲୋକକୁ ପରିଷ୍କାର ଭାବରେ ଦେଖିପାରନ୍ତି। ମୃତ୍ଯୁ ପରମେଶ୍ବରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।

ଆୟୁବ ପୁସ୍ତକ 28:14

ମହାସାଗର କ ହେ, 'ଜ୍ଞାନ ମାେ ପାଖ ରେ ନାହିଁ।' ସମୁଦ୍ର କ ହେ, 'ତାହା ମାେ ପାଖ ରେ ନାହିଁ।'

ଗୀତସଂହିତା 83:10

ସମାନଙ୍କେୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସମାନଙ୍କେ ଶରୀର ସହେି ସ୍ଥାନରେ ସଢ଼ି ଗଲା।

Interlinear

Choose Theme