ଆୟୁବ ପୁସ୍ତକ 41:33 · ଓଡ଼ିଆ ବାଇବେଲ
ପୃଥିବୀ ରେ ଲିବିଯାଥନ ପରି ଆଉ ଦ୍ବିତୀୟ ଜୀବ ନାହିଁ। ସେ ଏଭଳି ଏକ ପ୍ରାଣୀ, ଯାହାରକି କାହାରିକୁ ଭୟ ନାହିଁ।
Cross references
ଆୟୁବ ପୁସ୍ତକ 40:19
ବେ ହମୋେତ ପରମେଶ୍ବରଙ୍କ ସୃଷ୍ଟି ରେ ସର୍ବୋତ୍ତମ। ଅନ୍ୟ କହେି ଯଦି ତାକୁ ସୃଷ୍ଟି କରିଛି ବୋଲି ଦାବୀ କରେ, ତାକୁ ତା'ର ଶଡ୍ଗ ବାହାର କରି ଏହି ଦାବିକୁ ପ୍ରତିରକ୍ଷା କରିବାକୁ ଦିଅ।