Home Bibles ଆୟୁବ ପୁସ୍ତକ 40:23 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 40:23 · ଓଡ଼ିଆ ବାଇବେଲ

ଯଦି ନଦୀ ରେ ବନ୍ଯା ଆ ସେ ବ ହମୋେତ ସଠାରୁେ ପଳାଇୟିବ ନାହିଁ। ସେ ଭୟଭୀତ ହୁଏ ନାହିଁ। ଯଦିଓ ୟର୍ଦ୍ଦନ ନଦୀର ପାଣି ତା' ନାକ ପର୍ୟ୍ଯନ୍ତ ପହଁଞ୍ଚେ।

Cross references

ଆଦି ପୁସ୍ତକ 13:10

ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।

ଯିହୋଶୂୟ 3:15

ଯଦିଓ ଶସ୍ଯ ଅମଳ ସମୟରେ ୟର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶର୍ୟ୍ଯା ରେ ପ୍ରବେଶ କଲା ମାତ୍ ରେ ହଠାତ୍ ତା'ର ପ୍ରବାହ ବନ୍ଦ ହାଇଗେଲା।

ଗୀତସଂହିତା 55:8

ମୁଁ ପ୍ରବଳ ବାଯୁ ଓ ତାଫୋନ ମଧ୍ଯରୁ ତରବର ହାଇେ ଏକ ନିରାପଦ ସ୍ଥାନ ଖାଜୋଣ କରେ।

ଯିଶାଇୟ 28:16

ସେଥିପାଇଁ ମାରେ ପ୍ରଭୁ ସଦାପ୍ରଭୁ କୁହନ୍ତି, ଦେଖ, ମୁଁ ସିୟୋନ ରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ଯବାନ କଣ ପ୍ରସ୍ତର। ଏହା ଉପ ରେ ସବୁକିଛି ଏହି ଗୁରୁତ୍ବପୂର୍ଣ୍ଣ ପର୍ବତ ଉପ ରେ ନିର୍ମିତ ହବେ। ଯେ କହେି ଏହି ପ୍ରସ୍ତର ଉପ ରେ ବିଶ୍ବାସ ରେଖ ସେ ହତାଶ ହବେ ନାହିଁ।

ଯିଶାଇୟ 37:25

ଆମ୍ଭେ କୂପ ଖାେଳି ଜଳପାନ କରିଅଛୁ। ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ ତା ଉପ ରେ ପଦଚାରଣା କରିଅଛୁ।'

Interlinear

Choose Theme