Home Bibles ଆୟୁବ ପୁସ୍ତକ 38:39 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 38:39 · ଓଡ଼ିଆ ବାଇବେଲ

ଆୟୁବ ତୁମ୍ଭେ ସିଂହ ପାଇଁ ଖାଦ୍ୟ ପାଇପାରିବ କି ? ତୁମ୍ଭେ ସମାନଙ୍କେ ଭୋକିଲା ଶାବକକୁ ଖାଦ୍ୟ ଦିଅ କି ?

Cross references

ଆୟୁବ ପୁସ୍ତକ 4:10

ଦୁଷ୍ଟଲୋକ ସଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିୟାନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ନିରବ କରାଇ ଦିଅନ୍ତି ଓ ସମାନଙ୍କେର ଦାନ୍ତକୁ ଭାଙ୍ଗି ଦିଅନ୍ତି।

ଗୀତସଂହିତା 34:10

ଶକ୍ତିଶାଳୀ ଲୋକମାନେ ମଧ୍ଯ ଦୁର୍ବଳ ଓ ଭୋକିଲା ହବେେ। କିନ୍ତୁ ଯେଉଁ ଲୋକମାନେ ପରମେଶ୍ବରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସମାନଙ୍କେର ସବୁକିଛି ମଙ୍ଗଳ ଘଟିବ।

ଗୀତସଂହିତା 104:21

ୟୁବା ସିଂହଗଣ ମୃଗଯା ଚେଷ୍ଟାରେ ଗର୍ଜ୍ଜନ କରନ୍ତି। ସତେ ୟପରେି ସମାନେେ ପରମେଶ୍ବରଙ୍କଠାରୁ ଆହାର ଲୋଡ଼ନ୍ତି।

ଗୀତସଂହିତା 145:15

ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥାନ୍ତି। କାରଣ ଉପୟୁକ୍ତ ସମଯରେ ତୁମ୍ଭେ ଆହାର ୟୋଗାଇ ଥାଅ।

Interlinear

Choose Theme