Home Bibles ☰ Books ଆୟୁବ ପୁସ୍ତକ 37:20 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 37:20 · ଓଡ଼ିଆ ବାଇବେଲ

ମୁଁ ପରମେଶ୍ବରଙ୍କୁ କହିବି ନାହିଁ ଯେ ମୁଁ ତାଙ୍କ ସହିତ କଥା ହବୋକୁ ଚା ହେଁ। ଏହା ଧ୍ବଂସକୁ ଡ଼ାକି ଆଣିବା ସହିତ ସମାନ ହବେ।

Cross references

ଆୟୁବ ପୁସ୍ତକ 6:3

ତୁମ୍ଭେ ମାରେ ଦୁଃଖକୁ ବୁଝି ପାରନ୍ତ। ମାରେ ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା। ତେଣୁ ସେଥିପାଇଁ ମାରେ କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।

ଆୟୁବ ପୁସ୍ତକ 11:7

ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?

ଗୀତସଂହିତା 139:4

ହେ ସଦାପ୍ରଭୁ, ମାେ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ୟେ, ମୁଁ କ'ଣ କହିବାକୁ ଯାଉଛି।

ହବକକୂକ 2:20

ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିର ରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହବେ ଓ ସଦାପ୍ରଭୁଙ୍କ ସମ୍ମାନ ଜଣାଇବ।

ମାଥିଉଲିଖିତ ସୁସମାଚାର 12:36

କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରେତ୍ୟକକ ଶବ୍ଦପାଇଁ ବିଚ଼ାର ଦିନ ରେ ସମାନଙ୍କେୁ ଉତ୍ତର ଦବୋକୁ ହବେ।

Interlinear

Choose Theme