ଆୟୁବ, ତୁମ୍ଭେ ଜାଣ କି ପରମେଶ୍ବର କିପରି ବାଦଲକୁ ନିଯନ୍ତ୍ରଣ କରନ୍ତି। ତୁମ୍ଭେ ଜାଣ କି ପରମେଶ୍ବର ତାଙ୍କର ବିଜୁଳି ଚମକାନ୍ତି ?
Cross references
ପରମେଶ୍ବର ପୃଥିବୀର ଶଷେ ପର୍ୟ୍ଯନ୍ତ ଦେଖିପାରନ୍ତି। ସେ ଆକାଶର ନିମ୍ନ ରେ ଥିବା ସବୁକିଛି ଦେଖି ପାରନ୍ତି।
ପରମେଶ୍ବର ତାଙ୍କର ଶକ୍ତିକୁ ପବନକୁ ଦଇେଛନ୍ତି। ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହାଇପୋରିବ।
ପରମେଶ୍ବରଙ୍କୁ ପୃଥିବୀର ଦାଯିତ୍ବ ରେ ରହିବା ପାଇଁ କହେି ମନୋନୀତ କରି ନାହାନ୍ତି। କହେି ତାଙ୍କୁ ସମଗ୍ର ପୃଥିବୀର ଦାଯିତ୍ବ ଦଇେ ନାହିଁ।
ଦେଖ, ପରମେଶ୍ବର କମେିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ଯ ଆଚ୍ଛାଦିତ କରି ଦିଅନ୍ତି।
ପରମେଶ୍ବର ବାଦଲକୁ ଜଳ ରେ ପୂର୍ଣ୍ଣ କରନ୍ତି ଓ ସହେି ମେଘ ରେ ବିଜୁଳି ସୃଷ୍ଟି କରିଛନ୍ତି।
ଆୟୁବ, ତୁମ୍ଭେ କେଉଁଠା ରେ ଥିଲ, ଯେତବେେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି ? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମାେତେ ଉତ୍ତର ଦିଅ।
ତୁମ୍ଭର ବିଶ୍ବସ୍ତତା ବଂଶାନୁକ୍ରମେ ଚାଲିବ। ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।
ଆକାଶକୁ ଦେଖ ! କିଏ ସହେି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି ? କିଏ ସହେି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସମାନଙ୍କେ ନାମ ଧରି ସମାନଙ୍କେୁ ଡ଼ାକନ୍ତି। ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ଯ ହଜେ ନାହିଁ।'