ପରମେଶ୍ବର ପୃଥିବୀର ଶଷେ ପର୍ୟ୍ଯନ୍ତ ଦେଖିପାରନ୍ତି। ସେ ଆକାଶର ନିମ୍ନ ରେ ଥିବା ସବୁକିଛି ଦେଖି ପାରନ୍ତି।
Cross references
ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ଅଟନ୍ତି, ସମାନଙ୍କେୁ ସେ ବଳବାନ୍ କରିପାରନ୍ତି, ଏଥିନିମନ୍ତେ ତାଙ୍କର ଚକ୍ଷୁ ପୃଥିବୀର ଚତୁଦ୍ଦିର୍ଗ ରେ ଭ୍ରମଣ କରି ସହେି ଲୋକମାନଙ୍କୁ ତନ୍ନ ତନ୍ନ କରି ଖାଜେନ୍ତି। ଆସା, ତୁମ୍ଭେ ଏକ ମୂର୍ଖାମୀର କାର୍ୟ୍ଯ କରିଅଛ। ତେଣୁ ବର୍ତ୍ତମାନଠାରୁ ତୁମ୍ଭ ପ୍ରତି ୟୁଦ୍ଧ ଘଟିବ।
ଆୟୁବ ତୁମ୍ଭେ ବୁଝିପାରୁଛ କି ପୃଥିବୀ କେତେ ବଡ଼ ଅଟେ ? ଯଦି ତୁମ୍ଭେ ଜାଣ ଉତ୍ତର ଦିଅ।
ସଦାପ୍ରଭୁ ସ୍ବର୍ଗରୁ ଥାଇ ସବୁ ଲୋକଙ୍କ ଉପରେ ଦୃଷ୍ଟିପାତ କରନ୍ତି।
ତଣେୁ ପରମେଶ୍ବର ଆକାଶ ଓ ପୃଥିବୀକୁ ଦେଖିବାକୁ ଦେଖିବାକୁ ତଳକୁ ଚାହିଁଲେ।
ସଦାପ୍ରଭୁ ସର୍ବଦା ସବୁଠା ରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ଯ ନୀରିକ୍ଷଣ କରନ୍ତି।
ଯେଉଁମାନେ କି େଛାଟ ଜିନିଷଗୁଡିକୁ ଘୃଣା କରନ୍ତି, ସମାନେେ ଆନନ୍ଦ କରିବେ, ଯେତବେେଳେ ସମାନେେ ୟିରୁଦ୍ଦାବିଲଙ୍କ ହାତ ରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତଟି ପାଶର୍ବ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।
ସେତବେେଳେ ମୁଁ ସିଂହାସନର ମଝି ରେ ଜଣେ ମଷେଶାବକଙ୍କୁ ଦେଖିଲି। ତାହାଙ୍କ ଚାରିପାଖେ ଚାରୋଟି ଜୀବିତପ୍ରାଣୀ ଓ ପ୍ରାଚୀନମାନେ ଘରେି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦଖାେ ଯାଉଥିଲେ। ତାହାଙ୍କର ସାତାଟେି ଶିଙ୍ଗ ଓ ସାତାଟେି ଚକ୍ଷୁ ଥିଲା, ଏହି ସାତାଟେି ଚକ୍ଷୁ ପରମେଶ୍ବରଙ୍କର ସାତାଟେି ଆତ୍ମା, ଯାହାଙ୍କୁ ପୃଥବୀର ଚାରିଆଡ଼େ ପ୍ ରରେିତ କରାଯାଇଥିଲା।