ପରମେଶ୍ବର ସମାନଙ୍କେୁ ବ୍ଯବହାର କରନ୍ତି ଦେଶମାନଙ୍କୁ ନିଯନ୍ତ୍ରଣ କରିବା ପାଇଁ ଓ ପ୍ରଚୁର ଖାଦ୍ୟ ସମାନଙ୍କେୁ ଦବୋପାଇଁ।
Cross references
ମୁଁ ଏକ ପ୍ରଳଯଙ୍କାରୀ ବନ୍ଯା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ବଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ।
ଚ଼ାଳିଶ ଦିନ ପୃଥିବୀ ରେ ଜଳପ୍ଲାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା।
ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।
ତେଣୁ ମାଶାେ ତାଙ୍କର ଆଶାବାଡିକୁ ଆକାଶ ଆଡେ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଚାରିଆଡେ ଶିଳାବୃଷ୍ଟି ହେଲା।
ଆଉ ତୁମ୍ଭମାନେେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଚାଳିଶ ବର୍ଷ ପ୍ରାନ୍ତର ମଧିଅରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନବୋ ପାଇଁ ତୁମ୍ଭମାନେେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।
ସେ ତୁମ୍ଭର ଭବିଷ୍ଯତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନବୋକକ୍ସ୍ଟ ବିଷଧର ସର୍ପ ଓ ବିଛା ପକ୍ସ୍ଟଣି ନିର୍ଜଳ ଶକ୍ସ୍ଟଷ୍କ ଭୂମିଥିବା ଏହି ବିସ୍ତିର୍ଣ୍ଣ ଓ ଭୟାନକ ମରକ୍ସ୍ଟଭୂମି ଦଇେ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚକ୍ମକି ପ୍ରସ୍ତରମଯ ଶୈଳରକ୍ସ୍ଟ ଜଳ ବାହାର କଲେ।
ଯେତବେେଳେ ସମାନେେ ଇଶ୍ରାୟେଲୀୟମାନଙ୍କଠାରକ୍ସ୍ଟ ବୈଥୋରୋଣ ରାସ୍ତା ରେ ଗଡାଣି ଆଡକକ୍ସ୍ଟ ଦୌଡି ଆ ସକୋ ପର୍ୟ୍ଯନ୍ତ ପଳାଇଲେ, ସଦାପ୍ରଭୁ ସମାନଙ୍କେ ଉପରେ କକ୍ସ୍ଟଆପଥର ବୃଷ୍ଟି କଲେ। ତେଣୁ ସମାନଙ୍କେ ମଧ୍ଯରକ୍ସ୍ଟ ବହକ୍ସ୍ଟତ ମୃତକ୍ସ୍ଟ୍ଯବରଣ କଲେ। ୟକ୍ସ୍ଟଦ୍ଧ ରେ ଅସ୍ତ୍ର ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କ ସଂଖ୍ଯା ଅପେକ୍ଷା କକ୍ସ୍ଟଆପଥର ବୃଷ୍ଟି ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଅଟେ।
ଯେଉଁମାନେ ୟିଏକି ସର୍ବୋପରିସ୍ଥ ପରମେଶ୍ବରଙ୍କ ସହିତ ପ୍ରତିବାଦ କରନ୍ତି, ସମାନେେ ଭଗ୍ନ ହବେେ। ସଦାପ୍ରଭୁ ସ୍ବର୍ଗ ରେ ଥାଇ ସହେି ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଗର୍ଜନ କରିବେ।
ଶାମକ୍ସ୍ଟଯଲେ ନବୈେଦ୍ଯକକ୍ସ୍ଟ ଦଗ୍ଧ କରିବା ସମୟରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗ ରେ ଖକ୍ସ୍ଟବ୍ ଜାରେ ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ବନ୍ଦ ରେ ପଡିଗଲେ, ସେଥିପାଇଁ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲେ।
ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଡାକିଲେ, ସହେି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବକ୍ସ୍ଟଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ।
ଏହା ହୁଏତ ଲୋକଙ୍କୁ ଦଣ୍ଡ ଦବୋ ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ ଅବା ପ୍ ରମେ ଦଖାଇବୋ ପାଇଁ ସେ ଏହା କରନ୍ତି।
ଆୟୁବ, ତୁମ୍ଭେ କବେେ ମାରେ ଭଣ୍ଡାର ଘରକୁ ୟାଇଛ କି, ଯେଉଁଠା ରେ କି ମୁଁ ବରଫ ଏବଂ କୁଆପଥର ରଖିଛି।
ମୁଁ ବରଫ ଓ କୁଆପଥର ଖଣ୍ଡଗୁଡ଼ିକୁ, କଷ୍ଟ ସମୟ ପାଇଁ ୟୁଦ୍ଧ ଓ ସଂଗ୍ରାମ ସମୟ ପାଇଁ ସଞ୍ଚଯ କରିଛି।
କିଏ ବର୍ଷା ତିଆରି କରନ୍ତି ଏପରି ଜାଗା ରେ ଯେଉଁଠା ରେ କହେି ମନୁଷ୍ଯ ରହନ୍ତି ନାହିଁ।
ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।
ଚାରଣଭୂମି ସବୁ ମଷେପଲରେ ପୁରି ଉଠନ୍ତି। ଉପତ୍ୟକା ସକଳ ଶସ୍ଯରେ ଆଚ୍ଛନ୍ନ ହୁଅନ୍ତି। ପ୍ରେତ୍ୟକକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜଯଧ୍ବନି କରନ୍ତି।
ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ। କାରଣ ୟାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି, ୟପରେିକି ଠିକ୍ ସମଯରେ ତୁମ୍ଭେ ସମାନଙ୍କେୁ ଖାଦ୍ୟ ପ୍ରଦାନ କରିବ,
ପରମେଶ୍ବର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ୟୋଗାନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ଯ ଦଇେ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ବର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ଯ ଦଇେଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦ ରେ ଭରି ଦିଅନ୍ତି।