Home Bibles ☰ Books ଆୟୁବ ପୁସ୍ତକ 34:3 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 34:3 · ଓଡ଼ିଆ ବାଇବେଲ

କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ବା ଖାଦ୍ୟର ସ୍ବାଦ ବାରିବା ପରି।

Cross references

ଆୟୁବ ପୁସ୍ତକ 6:30

ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।

ଆୟୁବ ପୁସ୍ତକ 12:11

କିନ୍ତୁ ଜିହ୍ବା ଯେପରି ଖାଦ୍ୟର ସ୍ବାଦ ବାରିପା ରେ। କାନ ସପରେି ଶୁଣୁଥିବା ଶବ୍ଦକୁ ବାରିପା ରେ।

ଆୟୁବ ପୁସ୍ତକ 31:30

ମାରେ ଶତ୍ରୁମାନଙ୍କୁ ଅଭିଶାପ ଦଇେ ଓ ସମାନଙ୍କେ ମୃତ୍ଯୁ କାମନା ରେ ମାରେ ମୁଖକୁ ପାପୟୁକ୍ତ ହବୋକୁ ଦଇେ ନାହିଁ।

ଆୟୁବ ପୁସ୍ତକ 33:2

ମୁଁ କହିବା ପାଇଁ ପ୍ରସ୍ତୁତ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:15

କିନ୍ତୁ ଜଣେ ଆଧ୍ଯାତ୍ମିକ ଲୋକ ପ୍ରେତ୍ୟକକ ବିଷୟର ଉଚିତ୍ ମୂଲ୍ଯାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ବାରା ବିଚାରିତ ହାଇେ ପାରିବ ନାହିଁ। ଶାସ୍ତ୍ର କୁ ହେ :

ଏବ୍ରୀ 5:14

କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।

Interlinear

Choose Theme