ସହେି ଲୋକର ଶରୀର ପୁଣି ସତଜେ ହବେ ଓ ସେ ପୁଣି ସୁସ୍ଥ ସବଳ ହାଇଯେିବ। ସେ ଯଭେଳି ୟୁବକ ଥିଲା ପୁଣି ସହେିଭଳି ହାଇଯେିବ।
Cross references
ମାଶାେ ଯେତବେେଳେ ମୃତକ୍ସ୍ଟ୍ଯ ବରଣ କଲେ, ସେତବେେଳେ ତାଙ୍କୁ 120 ବର୍ଷ ବଯସ ହାଇେଥିଲା। ସେ ସେତବେେଳେ ତାଙ୍କର ଶକ୍ତି ହରାଇ ନଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।
ବର୍ତ୍ତମାନ ସଦାପ୍ରଭୁ ମାେତେ ଏହି 45 ବର୍ଷ ପର୍ୟ୍ଯନ୍ତ ବଞ୍ଚାଇ ରଖିଛନ୍ତି, ଯେ ହତେକ୍ସ୍ଟ ସେ କହିଥିଲେ। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଏହା କହିଲା ସମୟରକ୍ସ୍ଟ ଆମ୍ଭେ ମରକ୍ସ୍ଟଭୂମିରେ ଭ୍ରମଣ କରୁଥିଲକ୍ସ୍ଟ। ବର୍ତ୍ତମାନ ମାେତେ 85 ବର୍ଷ ହେଲାଣି।
ତେଣୁ ନାମାନ୍ ପରମେଶ୍ବରଙ୍କ ଲୋକର ବାକ୍ଯାନୁସା ରେ ଗଲେ ଓ ୟର୍ଦ୍ଦନ ନଦୀ ରେ ନିଜକୁ ସାତଥର ବୁଡାଇଲେ। ଏଥି ରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ଯ କୋମଳ ହେଲା।
ଏହାପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଚାରିପୁରୁଷ ପର୍ୟ୍ଯନ୍ତ ଦେଖିଲା।
ପରମେଶ୍ବର ମାେତେ ପ୍ରଚୁର ସୁଦ୍ରବ୍ଯ ଦିଅନ୍ତି। ସେ ମାେତେ ପୁନରାଯ ଉତ୍କ୍ରୋଷ ପକ୍ଷୀ ପରି ୟୁବକ କରନ୍ତି।
ସଠାେ ରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦବୋ। ଆମ୍ଭେ ତାକୁ ଆଶାର ଦ୍ବାର ସ୍ବରୂପ ଆଖୋର ଉପତ୍ୟକା ଦବୋ। ତା'ପ ରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।