Home Bibles ଆୟୁବ ପୁସ୍ତକ 42:16 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 42:16 · ଓଡ଼ିଆ ବାଇବେଲ

ଏହାପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଚାରିପୁରୁଷ ପର୍ୟ୍ଯନ୍ତ ଦେଖିଲା।

Cross references

ଆଦି ପୁସ୍ତକ 11:32

ତରହେ ହାରଣ ନଗର ରେ ଥାଇ 205 ବର୍ଷ ରେ ମଲେ।

ଆଦି ପୁସ୍ତକ 25:7

ଅବ୍ରହାମ 175 ବର୍ଷ ବଞ୍ଚିଲେ।

ଆଦି ପୁସ୍ତକ 35:28

ଇସ୍ହାକ 180 ବର୍ଷ ପଞ୍ଚିଲେ।

ଆଦି ପୁସ୍ତକ 47:28

ଯାକୁବ ମିଶର ଦେଶ ରେ ସତର ବର୍ଷ କାଳକ୍ଷପେଣ କଲେ ଏବଂ ତାଙ୍କର ପରମାଯୁ 147 ବର୍ଷ ଥିଲା।

ଆଦି ପୁସ୍ତକ 50:23

ଯୋଷଫେ ଇଫ୍ରାଯିର ତୃତୀୟ ପୁରୁଷ ପର୍ୟ୍ଯନ୍ତ ସନ୍ତାନ ସନ୍ତତି ଦେଖିଲେ। ଯୋଷଫେ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।

ଆଦି ପୁସ୍ତକ 50:26

ଏହି ପ୍ରକାର ରେ ଯୋଷଫେ 110 ବଯସ ରେ ମଲେ। ସମାନେେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶର ରେ ଏକ ସିନ୍ଦୁକ ମଧିଅରେ ରଖିଲେ।

ଦିତୀୟ ବିବରଣ 34:7

ମାଶାେ ଯେତବେେଳେ ମୃତକ୍ସ୍ଟ୍ଯ ବରଣ କଲେ, ସେତବେେଳେ ତାଙ୍କୁ 120 ବର୍ଷ ବଯସ ହାଇେଥିଲା। ସେ ସେତବେେଳେ ତାଙ୍କର ଶକ୍ତି ହରାଇ ନଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।

ଯିହୋଶୂୟ 24:29

ଏହାପରେ ନୂନର ପକ୍ସ୍ଟତ୍ର ଓ ସଦାପ୍ରଭୁଙ୍କର ସବେକ ଯିହାଶୂେୟଙ୍କର ମୃତକ୍ସ୍ଟ୍ଯ ହେଲା। ତାଙ୍କୁ ସେତବେେଳେ 110 ବର୍ଷ ହାଇେଥିଲା।

ଗୀତସଂହିତା 90:10

ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ, ଅଥବା ୟଦି ଆମ୍ଭେ ଶକ୍ତିଶାଳୀ ତବେେ ଅଶୀ ବର୍ଷ ବଞ୍ଚିପାରୁ। ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ୟନ୍ତ୍ରଣାରେ ଭରପୁର ହାଇେଥାଏ। ଏହାପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।

ଗୀତସଂହିତା 128:6

ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖିପାର। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।

ହିତୋପଦେଶ 17:6

ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସମାନଙ୍କେ ପିତୃଗଣ।

Interlinear

Choose Theme