ସ୍ବର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା' ବିରୁଦ୍ଧ ରେ ସାକ୍ଷୀ ଦବେ।
Cross references
ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମାେ ନିକଟରେ ଏକତ୍ର କର। ମୁ ସମାନଙ୍କେୁ ଏହି କଥାମାନ କହିବି। ସ୍ବର୍ଗ ଓ ପୃଥିବୀ ମାରେ ସାକ୍ଷୀ ହବେେ।
ପୃଥିବୀ, ମାେ ପ୍ରତି ଯେଉଁ ଅନ୍ଯାଯ କରାୟାଇଛି ତାହା ଲୁଚାଅ ନାହିଁ। ନ୍ଯାଯ ପାଇଁ ମାରେ ଭୀକ୍ଷା ବନ୍ଦ ନ ହେଉ।
ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠଲେି ଦବେେ। ସମାନେେ ତାକୁ ଏ ପୃଥିବୀରୁ ତଡ଼ି ଦବେେ।
ଆମ୍ଭେ କ'ଣ ଆମ୍ଭ ପରମେଶ୍ବରଙ୍କ ନାମ ଭୁଲି ୟାଇଛୁ ? ଆମ୍ଭେ କ'ଣ ଅନ୍ୟ କୌଣସି ଦବେତାଙ୍କୁ ଡ଼ାକିଛୁ ? ନା।
ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସମାନଙ୍କେର ଅପରାଧ ଲାଗି ଶାସ୍ତି ଦବୋକୁ ନିଜ ସ୍ଥାନ ପରିତ୍ଯାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।
ସମାନେେ ଇଶ୍ରାୟେଲ ରେ ଅତି ମନ୍ଦ ଆଚରଣ କରିଛନ୍ତି, ସମାନେେ ଆପଣା ଆପଣା ପ୍ରତିବେଶୀ ସ୍ତ୍ରୀ ସହିତ ବ୍ଯଭିଚାର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସମାନେେ ଆମ୍ଭ ନାମ ରେ ମିଥ୍ଯା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ଲୁଚି ରହିଥିବା ପ୍ରେତ୍ୟକକ ଜିନିଷକୁ ପ୍ରକାଶ କରି ଦିଆୟିବ। ଗୋପନ ରେ ରହିଥିବା ପ୍ରେତ୍ୟକକ ବିଷୟକୁ ପ୍ରକାଶ କରାୟିବ।
ଯେଉଁ ଦିନ ପରମେଶ୍ବର ଲୋକମାନଙ୍କ ଭିତ ରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ଯାୟବିଚ଼ାର କରିବେ ସହେି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଚ଼ାର ଲୋକମାନଙ୍କୁ କହୁଛି, ତାହା କୁ ହେ ଯେ, ପରମେଶ୍ବର ଖ୍ରୀଷ୍ଟ ୟିଶୁଙ୍କ ଦ୍ବାରା, ଲୋକମାନଙ୍କର ନ୍ଯାୟବିଚ଼ାର କରିବେ।
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।