Home Bibles ଆୟୁବ ପୁସ୍ତକ 30:15 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 30:15 · ଓଡ଼ିଆ ବାଇବେଲ

ମୁଁ ଭୟ ରେ ଥରୁଅଛି। ବାଯୁ ଜିନିଷସବୁକୁ ଉଡ଼ାଇ ନଲୋଭଳି ସମାନେେ ମାରେ ସମ୍ମାନକୁ ଉଡ଼ଇେ ନେଉଛନ୍ତି। ମେଘଭଳି ମାରେନିରାପତ୍ତା ହଜିଯାଉଛି।

Cross references

ଆୟୁବ ପୁସ୍ତକ 3:25

କାରଣ ମୁଁ ଯେଉଁ ବିଷଯ ରେ ଭୟ କରୁଥିଲି ତାହା ହିଁ ମାେ ପ୍ରତି ଘଟିଲା ଏବଂ ଯେଉଁ ବିଷଯ ରେ ଅତି ଆଶଙ୍କା କରୁଥିଲି ତାହା ମାେ ନିକଟରେ ଉପସ୍ଥିତ ହେଲା।

ଆୟୁବ ପୁସ୍ତକ 6:4

ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।

ଆୟୁବ ପୁସ୍ତକ 7:9

ଉଷା ମେଘ ଅଦୃଶ୍ଯ ହେଲାପରି, ଜଣେ ବ୍ଯକ୍ତି କବର ଭିତରକୁ ୟାଏ ଏବଂ ସେ ସେଥିରୁ ଫରେି ଆ ସେ ନାହିଁ।

ଆୟୁବ ପୁସ୍ତକ 7:14

କିନ୍ତୁ ହେ ପରମେଶ୍ବର, ମାରେ ଶଯନ ସମୟରେ ତୁମ୍ଭେ ମାେତେ ସ୍ବପ୍ନ ରେ ଭୟ ଦଖାେଉଛ। ତା'ପରେ ତୁମ୍ଭେ ମାେତେ ଦର୍ଶନ ରେ ଡ଼ରାଉଛ।

ଆୟୁବ ପୁସ୍ତକ 9:27

ମୁଁ ଯଦି କ ହେ, 'ମୁଁ ଅଭିଯୋଗ କରିବି ନାହିଁ, ମୁଁ ମାରେ ୟନ୍ତ୍ରଣା ଭୁଲି ୟିବି। ମାେ ମୁହଁ ରେ ହସ ଫୁଟାଇବି।'

ଆୟୁବ ପୁସ୍ତକ 10:16

ଯଦି ମାେ ଜୀବନ ରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟକେି ବାଟ ଚାଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମାେ ବିରୁଦ୍ଧ ରେ ପ୍ରଯୋଗ କରୁଛ।

ଆୟୁବ ପୁସ୍ତକ 31:23

କିନ୍ତୁ ସହେିସବୁ କଦର୍ୟ୍ଯ କାମ ଭିତରୁ କୌଣସି ମୁଁ କବେେ କରି ନାହିଁ। ପରମେଶ୍ବରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ। ତାଙ୍କର ମହିମା ମାେତେ ଭୟଭୀତ କରେ।

ଗୀତସଂହିତା 55:4

ମାେ ଅନ୍ତରରେ ମାରେ ହୃଦଯ ଅତ୍ଯନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ଯୁକୁ ବହୁତ ଭୟ କରୁଛି।

ଗୀତସଂହିତା 88:15

ମୁଁ ବାଲ୍ଯକାଳରୁ ଦୁଃଖ ଭୋଗ କରି ମୃତ୍ଯୁର ଶଷେ ଆଡ଼କୁ ଆସିଅଛି। ମୁଁ ଭୀଷଣ ଦୁଃଖ ପାଉଅଛି, ୟାହା ତୁମ୍ଭେ କରିଅଛ।

ଗୀତସଂହିତା 88:16

ତୁମ୍ଭର କୋପ ମାେ ଉପରେ ବର୍ତ୍ତିଅଛି, ତୁମ୍ଭ ବିଷଯକ ଭୟ ମାେତେ ଉଚ୍ଛିନ୍ନ କରିଅଛି।

ଯିଶାଇୟ 44:22

ମଲଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଲଭ ମାର୍ଜନା କରିଅଛୁ। ପବନସର ମଲଘ ଚାଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତସହାଇଅଛି।ସତଣୁ ତୁମ୍ଲଭ ଆମ୍ଭ ନିକଟକୁସଫରିଆସ, କାରଣ ଆମ୍ଲଭ ତୁମ୍ଭକୁ ମୁକ୍ତ କରିଅଛୁ।'

ହୋଶେୟ 6:4

ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।

ହୋଶେୟ 13:3

ସେଥିପାଇଁ ସହେି ଲୋକମାନେ ଶୀଘ୍ର ଅଦୃଶ୍ଯ ହବେେ। ସମାନେେ ସକାଳର କୁହୁଡି ସଦୃଶ ଶୀଘ୍ର ଦଖାେ ଦବେେ ଓ ଶୀଘ୍ର ଅଦୃଶ୍ଯ ହାଇଯେିବେ। ଇଶ୍ରାୟେଲୀୟମାନେ ଅଗାଡି ଖଳାରୁ ଉଡିଗଲା ପରି ଉଡିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ଯ ହେଲାପରି ସମାନେେ ଅଦୃଶ୍ଯ ହାଇଯେିବେ।

Interlinear

Choose Theme