ଆୟୁବ ପୁସ୍ତକ 9:27 · ଓଡ଼ିଆ ବାଇବେଲ
ମୁଁ ଯଦି କ ହେ, 'ମୁଁ ଅଭିଯୋଗ କରିବି ନାହିଁ, ମୁଁ ମାରେ ୟନ୍ତ୍ରଣା ଭୁଲି ୟିବି। ମାେ ମୁହଁ ରେ ହସ ଫୁଟାଇବି।'
Cross references
ଆୟୁବ ପୁସ୍ତକ 7:11
ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।
ଆୟୁବ ପୁସ୍ତକ 7:13
ଯଦି ମୁଁ କ ହେ ମାରେ ବିଛଣା ମାେତେ ଆନନ୍ଦ ଆଣି ଦବୋ ଉଚିତ୍। ମାରେ ବିଛଣା ମାେତେ ବିଶ୍ରାମ ଓ ଶାନ୍ତି ଆଣି ଦବୋ ଉଚିତ୍।
ଗୀତସଂହିତା 77:2
ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।
ଯିରିମିୟ 8:18
ହେ ପରମେଶ୍ବର ମାରେ ହୃଦଯ ଦୁଃଖ ରେ ଅଭିଭୂତ, ମୁଁ ଅତ୍ଯନ୍ତ ଭୟଭୀତ ଓ ମୂର୍ଚ୍ଛିତ।