Home Bibles ☰ Books ଆୟୁବ ପୁସ୍ତକ 22:2 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 22:2 · ଓଡ଼ିଆ ବାଇବେଲ

ପରମେଶ୍ବର କ'ଣ ଆମ୍ଭର ସାହାୟ୍ଯ ଆବଶ୍ଯକ କରନ୍ତି ? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ଯ ପରମେଶ୍ବରଙ୍କ ପ୍ରତି ଦରକାରୀ ନୁହେଁ।

Cross references

ଦିତୀୟ ବିବରଣ 10:13

ତେଣୁ ତୁମ୍ଭମାନେେ ତାଙ୍କର ବ୍ଯବସ୍ଥା ଓ ଆଦେଶମାନି ଚଳ, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଛି। ଏହା ତୁମ୍ଭର ମଗଂଳାର୍ଥ, ତାହା ତୁମ୍ଭମାନେେ ପାଳନ କର।

ଆୟୁବ ପୁସ୍ତକ 21:15

ଦୁଷ୍ଟ ଲୋକମାନେ କହନ୍ତି, 'ସର୍ବଶକ୍ତିମାନ ପରମେଶ୍ବର କିଏ ଯେ, ଆମ୍ଭେ ତାଙ୍କର ସବୋ କରିବୁ ବୋଲି। ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା।'

ଆୟୁବ ପୁସ୍ତକ 35:6

ଆୟୁବ, ତୁମ୍ଭେ ଯଦି ପାପ କର, ତାହା ପରମେଶ୍ବରଙ୍କୁ ଆଘାତ କରେ ନାହିଁ। ଯଦି ତୁମ୍ଭେ ଅନକେ ପାପର ଅଧିକାରୀ ହୁଅ, ତବେେ ସେଥି ରେ ପରମେଶ୍ବରଙ୍କର କିଛି ହୁଏ ନାହିଁ।

ଆୟୁବ ପୁସ୍ତକ 35:7

ଏବଂ ଆୟୁବ ତୁମ୍ଭେ ଯଦି ବହୁତ ଭଲ ଏହା ପରମେଶ୍ବରଙ୍କୁ ସାହାୟ୍ଯ କରେ ନାହିଁ। ପରମେଶ୍ବର ତୁମ୍ଭଠାରୁ କିଛି ପାଆନ୍ତି ନାହିଁ।

ଗୀତସଂହିତା 16:2

ମୁଁ ସଦାପ୍ରଭୁଙ୍କୁ କହିଅଛି, ସଦାପ୍ରଭୁ ତୁମ୍ଭେ ମାରେ ପ୍ରଭୁ। ମାରେ ୟାହା କିଛି ମଙ୍ଗଳମଯ ସେ ସବୁ ତୁମ୍ଭ କୃପାରୁ।

ହିତୋପଦେଶ 3:13

ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।

ହିତୋପଦେଶ 4:7

ଜ୍ଞାନ ହେଉଛି ସର୍ବଶ୍ ରେଷ୍ଠ ବିଷଯ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧିଅରେ ସୁବିବଚେନା ଲାଭ କର।

ହିତୋପଦେଶ 9:12

ଯଦି ତୁମ୍ଭେ ଜ୍ଞାନୀ ଅଟ, ତବେେ ନିଜକୁ ନିଜେ ତୁମ୍ଭେ ଲାଭବାନ ହବେ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।

ଉପଦେଶକ 7:11

ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣ ରେ ଲାଭ ଦଇେଥାଏ।

ମାଥିଉଲିଖିତ ସୁସମାଚାର 5:29

ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର

ଲୂକଲିଖିତ ସୁସମାଚାର 17:10

ତୁମ୍ଭମାନଙ୍କ କ୍ଷେତ୍ର ରେ ସହେି ଏକା କଥା ହବେ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦବୋ ପରେ ତୁମ୍ଭମାନଙ୍କର କହିବା ଉଚିତ ଯେ, 'ଆମ୍ଭମାନେେ କୌଣସି ବିଶଷେ ଧନ୍ଯବାଦ ପାଇବାକୁ ଯୋଗ୍ଯ ନୋହୁଁ। କାରଣ ଆମ୍ଭେ ଅ ଯୋଗ୍ଯ ଚାକର ଓ ଆମ୍ଭର ଯାହା କରିବା ଉଚିତ, ଆମ୍ଭେ କବଳେ ତାହାହିଁ କରିଛୁ।'

ଗାଲାତୀୟଙ୍କ ପ୍ରତି ପତ୍ର 6:7

ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।

Interlinear

Choose Theme