Home Bibles ଆୟୁବ ପୁସ୍ତକ 22:10 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 22:10 · ଓଡ଼ିଆ ବାଇବେଲ

ବୋଧହୁଏ ସେଥିପାଇଁ ତୁମ୍ଭ ଚାରି କଡ଼ ରେ ଫାନ୍ଦ ବସାୟାଇଛି ଓ ହଠାତ୍ ବିପଦ ପଡ଼ିବାରୁ ତୁମ୍ଭେ ଭୟଭୀତ ହାଇେ ପଡ଼ିଛ।

Cross references

ଆୟୁବ ପୁସ୍ତକ 6:4

ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।

ଆୟୁବ ପୁସ୍ତକ 13:21

ମାେତେ ଦଣ୍ଡ ଦବୋ ବନ୍ଦକର, ଏବଂ ମାେତେ ତୁମ୍ଭ ଭୟାବହତା ରେ ଭୟଭୀତ କର ନାହିଁ।

ଆୟୁବ ପୁସ୍ତକ 18:8

ତାଙ୍କ ନିଜର ପାଦ ତାଙ୍କୁ ୟନ୍ତା ଭିତରକୁ ଟାଣି ନବେ। ସେ ସହେି ୟନ୍ତା ଭିତରକୁ ୟାଇ ତା' ଭିତ ରେ ବନ୍ଦୀ ହବେ।

ଆୟୁବ ପୁସ୍ତକ 18:11

ଭୟଙ୍କରତା ତାଙ୍କ ଚାରିପାଖ ରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷପକେୁ ଗୋଡ଼ଇବେ।

ଆୟୁବ ପୁସ୍ତକ 19:6

କିନ୍ତୁ ସେ ପରମେଶ୍ବର ମାେ ପ୍ରତି ଭୁଲ କରିଛନ୍ତି ? ସେ ମାେତେ ଧରିବାକୁ ନିଜର ଫାନ୍ଦ ବସାଇଲେ।

ଗୀତସଂହିତା 11:6

ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସହେି ଦୁଷ୍ଟ ଲୋକମାନେ ଶଷେରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ବଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।

ହିତୋପଦେଶ 1:27

ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ବଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାଯୁ ପରି ତୁମ୍ଭକୁ ପୋଡି଼ ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହବେ।

ହିତୋପଦେଶ 3:25

ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:3

ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।

Interlinear

Choose Theme