ଆୟୁବ ପୁସ୍ତକ 13:21 · ଓଡ଼ିଆ ବାଇବେଲ
ମାେତେ ଦଣ୍ଡ ଦବୋ ବନ୍ଦକର, ଏବଂ ମାେତେ ତୁମ୍ଭ ଭୟାବହତା ରେ ଭୟଭୀତ କର ନାହିଁ।
Cross references
ଆୟୁବ ପୁସ୍ତକ 9:34
ମୁଁ ଚା ହେଁ କହେି ପରମେଶ୍ବରଙ୍କ ଦଣ୍ଡ ଦବୋର ବାଡ଼ିଟିକୁ ତାଙ୍କଠାରୁ ନଇେ ୟାଆନ୍ତା ? ତବେେ ପରମେଶ୍ବର ମାେତେ ଭୟଭୀତ କରନ୍ତେ ନାହିଁ।
ଆୟୁବ ପୁସ୍ତକ 10:20
ମାରେ ଜୀବନ ପ୍ରାଯ ଶଷେ ହାଇୟୋଇଛି, ତେଣୁ ମାେତେ ଛାଡ଼ି ଦିଅ। ଯାହା କିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।
ଆୟୁବ ପୁସ୍ତକ 13:11
ପରମେଶ୍ବରଙ୍କ ମହତ୍ତ୍ବ କ'ଣ ତୁମ୍ଭକୁ ଡରାଇବ ନାହିଁ ? ତୁମ୍ଭେ ତାଙ୍କ ଦ୍ବାରା ଭୟଭୀତ ହେଉନାହଁ।
ଆୟୁବ ପୁସ୍ତକ 22:15
ଆୟୁବ ତୁମ୍ଭେ ସହେି ପୁରୁଣା ବାଟରେ ଚାଲୁଛ, ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳ ରେ ଯାଉଥିଲେ।
ଆୟୁବ ପୁସ୍ତକ 33:7
ଆୟୁବ ମାେତେ ଭୟ କର ନାହିଁ। ମୁଁ ତୁମ୍ଭ ପ୍ରତି କଠାେର ହବେି ନାହିଁ।
ଗୀତସଂହିତା 39:10
ହେ ପରମେଶ୍ବର, ମାେତେ ଆଉ ଦଣ୍ଡ ଦିଅ ନାହିଁ। ୟଦି ତୁମ୍ଭେ ମାେତେ ଦଣ୍ଡ ଦବୋ ବନ୍ଦ କରିବ ନାହିଁ, ତୁମ୍ଭେ ମାେତେ ଧ୍ବଂସ କରିଦବେ।
ଗୀତସଂହିତା 119:120
ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ଯବସ୍ଥାକୁ ଭୟ କରେ ଓ ସମ୍ମାନ କରେ।