Home Bibles ☰ Books ଆୟୁବ ପୁସ୍ତକ 21:17 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 21:17 · ଓଡ଼ିଆ ବାଇବେଲ

ପରମେଶ୍ବର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି। ଦୁଷ୍ଟ ଲୋକେ କେତେଥର ବିପଦ ରେ ପଡ଼ନ୍ତି। କେତେ ଥର ସମାନେେ ପରମେଶ୍ବରଙ୍କ କୋର୍ଧର ଶିକାର ହାଇେ ଦଣ୍ଡ ପାଆନ୍ତି।

Cross references

ଆୟୁବ ପୁସ୍ତକ 18:5

ହଁ, ଦୁଷ୍ଟ ଲୋକର ଆଲୋକ ଲିଭିୟିବ। ତାଙ୍କର ଅଗ୍ନି ଜଳିବା ବନ୍ଦ ହବେ।

ଆୟୁବ ପୁସ୍ତକ 18:18

ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠଲେି ଦବେେ। ସମାନେେ ତାକୁ ଏ ପୃଥିବୀରୁ ତଡ଼ି ଦବେେ।

ଗୀତସଂହିତା 32:10

ଦୁଷ୍ଟ ଲୋକମାନଙ୍କ ଉପରେ ଅନକେ ଅଘଟଣ ଘଟିଛି, କିନ୍ତୁ ପରମେଶ୍ବର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।

ଗୀତସଂହିତା 90:7

ହେ ପରମେଶ୍ବର, ତୁମ୍ଭ କୋର୍ଧରେ ଆମ୍ଭମାନେେ କ୍ଷଯ ହେଉ। ପୁଣି ତୁମ୍ଭ କୋର୍ଧ ଆମ୍ଭଙ୍କୁ ଭୟଭୀତ କରେ।

ହିତୋପଦେଶ 13:9

ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ବଳ ପରି ଆଲୋକ ଦିଏ।

ହିତୋପଦେଶ 20:20

ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘାରେ ଅନ୍ଧକାର ରେ ତା'ର ପ୍ରଦୀପ ଲିଭିୟିବ।

ହିତୋପଦେଶ 24:20

ମନ୍ଦ ଲୋକମାନଙ୍କର କୌଣସି ଭବିଷ୍ଯତ୍ ନାହିଁ। ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାୟିବ।

ମାଥିଉଲିଖିତ ସୁସମାଚାର 25:8

ବୋକୀ ଝିଅମାନେ ଚ଼ତୁର ଝିଅମାନଙ୍କୁ କହିଲେ, 'ତୁମ୍ଭ ତଲରେୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତଲେ ପ୍ରାୟ ସରି ଯାଇଛି।'

ଲୂକଲିଖିତ ସୁସମାଚାର 12:46

ତା'ପରେ ସହେି ସବେକଟିର ମାଲିକ କୌଣସି ଦିନ ଆସି ପହଁଚିଯିବେ। ସେତବେେଳେ ସବେକଟି ପ୍ରସ୍ତୁତ ନଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚିଯିବେ ବୋଲି ସବେକଟି ଭାବି ମଧ୍ଯ ପାରି ନଥିବ। ତା'ପରେ ମାଲିକ ସବେକଟିକୁ କଠିନ ଦଣ୍ଡ ଦବେେ ଓ ଅନ୍ୟ ଅବାଧ୍ଯ ଲୋକଙ୍କ ପାଖକୁ ତଡି ଦବେେ।

ରୋମୀୟଙ୍କ ପ୍ରତି ପତ୍ର 2:8

କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।

Interlinear

Choose Theme