Home Bibles ☰ Books ଲୂକଲିଖିତ ସୁସମାଚାର 12:46 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:46 · ଓଡ଼ିଆ ବାଇବେଲ

ତା'ପରେ ସହେି ସବେକଟିର ମାଲିକ କୌଣସି ଦିନ ଆସି ପହଁଚିଯିବେ। ସେତବେେଳେ ସବେକଟି ପ୍ରସ୍ତୁତ ନଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚିଯିବେ ବୋଲି ସବେକଟି ଭାବି ମଧ୍ଯ ପାରି ନଥିବ। ତା'ପରେ ମାଲିକ ସବେକଟିକୁ କଠିନ ଦଣ୍ଡ ଦବେେ ଓ ଅନ୍ୟ ଅବାଧ୍ଯ ଲୋକଙ୍କ ପାଖକୁ ତଡି ଦବେେ।

Cross references

ଆୟୁବ ପୁସ୍ତକ 20:29

ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହାହିଁ ପରମେଶ୍ବର ଯୋଜନା କରିଛନ୍ତି ତାଙ୍କୁ ଦବୋ ପାଇଁ।

ଗୀତସଂହିତା 11:5

ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି। କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରନ୍ତି।

ଗୀତସଂହିତା 37:9

କାରଣ ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରନ୍ତି, ସମାନେେ ସମଗ୍ର ଭୂମିକୁ ନିଯନ୍ତ୍ରଣ କରିପାରିବେ। ଏହା ପରମେଶ୍ବର ସମାନଙ୍କେଠାରେ ପ୍ରତିଜ୍ଞା କରିଛନ୍ତି।

ଗୀତସଂହିତା 94:14

ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ। ସେ ନିଜର ପ୍ରାଧାନ୍ଯତ୍ବକୁ ପରିତ୍ଯାଗ କରିବେ ନାହିଁ।

ମାଥିଉଲିଖିତ ସୁସମାଚାର 7:22

ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?

ମାଥିଉଲିଖିତ ସୁସମାଚାର 13:41

ମନୁଷ୍ଯପୁତ୍ର ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇବେ। ସମାନେେ ତାହାଙ୍କ ରାଜ୍ଯର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ଯ ବାହାରକୁ ନଇେଯିବେ।

ମାଥିଉଲିଖିତ ସୁସମାଚାର 13:49

ସଂସାର ଶଷେ ହବୋ ବେଳେ ଏହିଭଳି ଘଟିବ। ସ୍ବର୍ଗଦୂତମାନେ ଆସିବେ। ସମାନେେ ଧାର୍ମିକଲୋକଙ୍କ ଭିତରୁ ପାପୀଲୋକଙ୍କୁ ଅଲଗା କରି ଦବେେ।

ମାଥିଉଲିଖିତ ସୁସମାଚାର 24:51

ମାଲିକ ତାକୁ କଠିନ ଶାସ୍ତି ଦବେେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠା ରେ ଲୋକମାନେ କାନ୍ଦନ୍ତି ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରନ୍ତି ସହେି ସ୍ଥାନକୁ ପଠାଇ ଦବେେ।

ଲୂକଲିଖିତ ସୁସମାଚାର 12:19

ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'

ଲୂକଲିଖିତ ସୁସମାଚାର 12:40

ଏଣୁ ତୁମ୍ଭମାନେେ ମଧ୍ଯ ପ୍ରସ୍ତୁତ ରୁହ। କାରଣ ମନଷ୍ଯପୁତ୍ର ଏପରି ଏକ ସମୟରେ ଆସିବେ, ଯେଉଁ ସମୟରେ ସେ ଆସିବେ ବୋଲି ତୁମ୍ଭମାନେେ ଆଦୌ ଭାବି ପାରି ନଥିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:15

ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।

Interlinear

Choose Theme