ଆୟୁବ ପୁସ୍ତକ 19:16 · ଓଡ଼ିଆ ବାଇବେଲ
ମୁଁ ଚାକରମାନଙ୍କୁ ଡାକିଲେ ସମାନେେ ମାେତେ ଉତ୍ତର ଦିଅନ୍ତି ନାହିଁ। ମୁଁ ସାହାୟ୍ଯ ପାଇଁ ପ୍ରାର୍ଥନା କଲେ ବି ମାରେ ଚାକରମାନେ ଉତ୍ତର ଦିଅନ୍ତି ନାହିଁ।
Cross references
ଆୟୁବ ପୁସ୍ତକ 1:15
ଶିବାଯୀଯମାନେ ଆକ୍ରମଣ କଲେ ଏବଂ ଆମ୍ଭଠାରୁ ସମସ୍ତ ପଶୁମାନଙ୍କୁ ନଇଗେଲେ। ସମାନେେ ତୁମ୍ଭର ଦାସମାନଙ୍କୁ ମଧ୍ଯ ଖଡ୍ଗ ରେ ହତ୍ଯା କଲେ। ମୁଁ ହେଉଛି କବଳେ ଏକମାତ୍ର ୟିଏ ରକ୍ଷା ପାଇଛି ଏବଂ ତୁମ୍ଭକୁ ଏ ବିଷଯ ରେ କହିବାକୁ।
ଆୟୁବ ପୁସ୍ତକ 1:19
ସହେି ସମୟରେ ଏକ ଝଡ଼ ମରୁଭୂମି ଆଡ଼ୁ ଆସିଲା ଏବଂ ତାଙ୍କର ଘରକୁ ଭାଙ୍ଗି ଦଲୋ। ଏବଂ ଆପଣଙ୍କ ପୁଅ ଝିଅମାନଙ୍କ ଉପରେ ପଡ଼ି ସମସ୍ତଙ୍କୁ ମାରି ଦଲୋ। ମୁଁ କବଳେ ଏକମାତ୍ର ୟିଏ ଆପଣଙ୍କୁ ଏହା କହିବାକୁ ରକ୍ଷା ପାଇଛି।